Home Bibles ☰ Books ପ୍ରଥମ ଶାମୁୟେଲ 5:1 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 5:1 · ଓଡ଼ିଆ ବାଇବେଲ

ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।

Cross references

ଯିହୋଶୂୟ 11:22

ଇଶ୍ରାୟେଲ ସନ୍ତାନଗଣର ଦେଶ ରେ ଅନାକୀଯମାନଙ୍କର କହେି ହେଲେ ଜୀବିତ ରହିଲେ ନାହିଁ। କବଳେ ଘାସ ରେ ଗାତ ଓ ଅସ୍ଦୋଦ ରେ କହେି କହେି ରହିଗଲେ।

ଯିହୋଶୂୟ 13:3

ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ପ୍ରଥମ ଶାମୁୟେଲ 4:1

ଆଉ ଶାମକ୍ସ୍ଟଯଲରେ କଥା ସମସ୍ତ ଇଶ୍ରାୟେଲ ମଧିଅରେ ପ୍ରଚଳିତ ହେଲା। ଏଲି ବୃଦ୍ଧ ହେଲେ, ତାଙ୍କର ପକ୍ସ୍ଟତ୍ରମାନେ ପରମେଶ୍ବରଙ୍କ ବିରକ୍ସ୍ଟଦ୍ଧ ରେ କକ୍ସ୍ଟକାର୍ୟ୍ଯ କରି ଚାଲିଲେ।

ପ୍ରଥମ ଶାମୁୟେଲ 4:11

ପକ୍ସ୍ଟଣି ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରିଲେ। ଆଉ ଏଲିଙ୍କର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନ ଓ ପୀନହସ୍ ହତ ହେଲେ।

ପ୍ରଥମ ଶାମୁୟେଲ 4:17

ତହକ୍ସ୍ଟଁ ସମାଗ୍ଭର ଆଣିଥିବା ଲୋକ ଉତ୍ତର ଦଇେ କହିଲା, ଇଶ୍ରାୟେଲ ପଲେଷ୍ଟୀୟମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଦୌଡି ପଳାଇଲେ। ଇଶ୍ରାୟେଲୀୟ ସୈନ୍ଯବାହିନି ତାଙ୍କର ବହକ୍ସ୍ଟତ ସୈନ୍ଯ ହରାଇଲେ। ତୁମ୍ଭର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନି ଓ ପୀନହସ ମଲେ ଓ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ।

ପ୍ରଥମ ଶାମୁୟେଲ 4:22

ଏବଂ ସେ କହିଲା, ଇଶ୍ରାୟେଲରକ୍ସ୍ଟ ଗୌରବ ଗ୍ଭଲିୟାଇଛି, କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ବହି ନିଆଗଲା।

ପ୍ରଥମ ଶାମୁୟେଲ 6:1

ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଲେଷ୍ଟୀୟମାନଙ୍କ ଦେଶ ରେ ସାତମାସ ରହିଲା।

ପ୍ରଥମ ଶାମୁୟେଲ 7:12

ଶାମକ୍ସ୍ଟଯଲେ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ଯ ଲୋକମାନଙ୍କୁ ସାହାୟ୍ଯ କରିବା ଏବଂ ସଦାପ୍ରଭୁଙ୍କର ସାହାୟ୍ଯ ମନେ ରଖିବା, ସେ ଏହି ପଥରକକ୍ସ୍ଟ ମିସ୍ଫୀ ଓ ଶନେ ମଧିଅରେ ପ୍ରତିଷ୍ଠା କଲେ ଏହାର ନାମ ସାହାୟ୍ଯକାରୀ ପଥର ରଖିଲେ। ଶାମକ୍ସ୍ଟଯଲେ କହିଲେ, ସଦାପ୍ରଭୁ ଆମ୍ଭକକ୍ସ୍ଟ ଏ ସ୍ଥାନ ରେ ସବୁ ପ୍ରକାର ସାହାୟ୍ଯ କରିଛନ୍ତି।

ଗୀତସଂହିତା 78:61

ସେ ତାଙ୍କର ଶକ୍ତିର ପ୍ରତୀକକୁ କରାଯତ୍ତ କରିବା ପାଇଁ ଦେଲେ। ସେ ତାଙ୍କର ଗୌରବର ପ୍ରତୀକକୁ ଶତ୍ରୁମାନଙ୍କ ଦ୍ବାରା ନଇଗେଲେ।

ଯିଶାଇୟ 20:1

ଅଶୂରର ରାଜା ସର୍ଗୋନାଙ୍କ ପ୍ ରରେିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷ ରେ ୟୁଦ୍ଧ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:40

କିନ୍ତୁ ଫିଲିପ୍ପ ଅଷ୍ଦୋଦ ନଗର ରେ ଦଖାଦେେଲେ ଓ କାଇସରୀଆ ନଗରକୁ ୟିବା ବାଟରେ ସବୁ ସହର ରେ ଲୋକମାନଙ୍କୁ ସୁସମାଚ଼ାର ପ୍ରଚ଼ାର କରି ଚ଼ାଲିଲେ।

Interlinear

Choose Theme