Home Bibles ପ୍ରଥମ ଶାମୁୟେଲ 5:3 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 5:3 · ଓଡ଼ିଆ ବାଇବେଲ

ତହିଁ ପରଦିନ ଅସ୍ଦୋଦର ଲୋକମାନେ ଶୀଘ୍ର ଉଠିଲେ ଏବଂ ଦେଖିଲେ, ଦାଗୋନ୍ର ମୂର୍ତ୍ତୀ ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ମକ୍ସ୍ଟହଁମାଡି ଭୂମିରେ ପଡିଅଛି। ଦାଗୋନ୍ର ଲୋକମାନେ ପକ୍ସ୍ଟନର୍ବାର ଉଠାଇ ସ୍ଥାନ ରେ ରଖିଲେ।

Cross references

ଯାତ୍ରା ପୁସ୍ତକ 12:12

ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।

ପ୍ରଥମ ଶାମୁୟେଲ 6:1

ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଲେଷ୍ଟୀୟମାନଙ୍କ ଦେଶ ରେ ସାତମାସ ରହିଲା।

ପ୍ରଥମ ରାଜାବଳୀ 18:26

ତେଣୁ ସମାନେେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସମାନେେ ପ୍ରାତଃକାଳରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ବାଲ ନାମ ରେ ପ୍ରାର୍ଥନା କରି କହିଲେ, ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ। ମାତ୍ର କୌଣସି ଶଦ୍ଦ ହେଲାନାହିଁ କି କହେି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ଯଦ୍ବକ୍ତାଗଣ ସମାନଙ୍କେ ନିର୍ମିତ ୟଜ୍ଞବଦେୀର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।

ଗୀତସଂହିତା 97:7

ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି। ସମାନେେ ସମାନଙ୍କେର ଦବଗେଣଙ୍କ ବିଷଯରେ ବଡ଼ାଇ କରନ୍ତି। ସହେି ଲୋକମାନେ ଲଜ୍ଜିତ ହବେେ। ସମାନଙ୍କେର ସମସ୍ତ ଦବେତାଗଣ ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।

ଗୀତସଂହିତା 115:7

ସମାନଙ୍କେର ହାତ ଅଛି କିନ୍ତୁ ତାହା ସ୍ବର୍ଗ କରିପାରନ୍ତି ନାହିଁ। ସମାନଙ୍କେର ଗୋଡ଼ ଅଛି କିନ୍ତୁ ଚାଲିପାରନ୍ତି ନାହିଁ। ସମାନଙ୍କେ ଗଳାରୁ କୌଣସି ସ୍ବର ବାହାରେ ନାହିଁ।

ଯିଶାଇୟ 19:1

ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।

ଯିଶାଇୟ 40:20

ସେ ଖଣ୍ଡିଏ କାଠ ସଂଗ୍ରହ କରେ ତାହା ଯେପରି ୟିବ ନାହିଁ। ସେ ଜଣେ ନିଖୁଣ କାରିଗର କରିବାର ବାଛେ। ଗୋଟିଏ ପ୍ରତିମା' ନିର୍ମାଣ କରିବା ରେ ଯାହାକି ପଡ଼ିୟିବ ନାହିଁ।

ଯିଶାଇୟ 41:7

ଏହିପରି ସୂତ୍ରଧର ସ୍ବର୍ଣ୍ଣକାରକୁ ସାହସ ଦଲୋ ଓ ହାତୁଡ଼ି ରେ ସମାନ କରିବା ଲୋକ ୟୋଡ଼ କର୍ମ ଉତ୍ତମ ହାଇେଛି ବୋଲି କହି ନହାଇେ ରେ ପିଟିବା ଲୋକକୁ ଆଶ୍ବାସ ଦଲୋ, 'ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,' ଏଥିପାଇଁ ସେ କଣ୍ଟା ରେ ତାହା ଦୃଢ଼ କଲା।'

ଯିଶାଇୟ 44:17

ସଯଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରଲହସସସସଥିସର ଏକସଦବତା, ଆପଣାରସଖାଦିତ ପ୍ରତିମା ନିର୍ମାଣ କଲର ଓ ତାକୁସଦବତାସବାଲି କସହ।ସସ ତାହା ଆଗସର ଦଣ୍ଡବତସହାଇ ପୂଜା କଲର। ଏବଂ ତାକୁ ପ୍ରାର୍ଥନା କରି କସହ, ତୁମ୍ଲଭ ଆମ୍ଭରସଦବତା, ଆମ୍ଭକୁ ରକ୍ଷା କର।

ଯିଶାଇୟ 46:1

ବେଲ୍ ଓ ନବୋ ଆମ୍ଭ ସମ୍ମୁଖ ରେ ଅବନତ ହବେେ। ସମାନଙ୍କେର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପ ରେ ଥୁଆ ହାଇେଛନ୍ତି। ସଗେୁଡ଼ିକ ବୋଝପରି ତୁମ୍ଭମାନେେ ବହି ଚାଲିଲ, ତାହା କ୍ଲାନ୍ତ ପଶୁମାନଙ୍କ ପାଇଁ କବଳେ ଭାର ହାଇେଅଛି।

ଯିଶାଇୟ 46:7

ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।

ଯିରିମିୟ 10:8

ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।

ସିଫନିୟ 2:11

ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।

ମାର୍କଲିଖିତ ସୁସମାଚାର 3:11

କେତକେ ଲୋକଙ୍କ ଦହେ ରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତବେେଳେ ସହେି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସମାନେେ ତାହାଙ୍କ ଆଗ ରେ ପଡି ଯାଇ ଚିତ୍କାର କରି କହୁଥିଲେ, ତୁମ୍ଭେ ପରମେଶ୍ବରଙ୍କ ପୁତ୍ର।

ଲୂକଲିଖିତ ସୁସମାଚାର 10:18

ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:14

ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

Interlinear

Choose Theme