ଇଶ୍ରାୟେଲ ସନ୍ତାନଗଣର ଦେଶ ରେ ଅନାକୀଯମାନଙ୍କର କହେି ହେଲେ ଜୀବିତ ରହିଲେ ନାହିଁ। କବଳେ ଘାସ ରେ ଗାତ ଓ ଅସ୍ଦୋଦ ରେ କହେି କହେି ରହିଗଲେ।
Cross references
ପରମେଶ୍ବର ଠିକ୍ ସହେିପରି ମଧ୍ଯ କରିଥିଲେ। କପତାରେୀୟମାନଙ୍କ ପ୍ରତି ଅଦ୍ଦୀଯ ଲୋକମାନେ ଘାସା ନିକଟବର୍ତ୍ତୀ ସହର ରେ ବାସ କରୁଥିଲେ। କିନ୍ତୁ କପତାରେୀୟ ଲୋକେ ଅଦ୍ଦୀଯମାନଙ୍କୁ ଧ୍ବଂସ କଲେ। ସହେି କପତାରେୀୟ ଲୋକମାନେ ସମାନଙ୍କେଠାରକ୍ସ୍ଟ ଅଧିକାର ଛିନ୍ନ କରି ସଠାେରେ ଏବେ ପର୍ୟ୍ଯନ୍ତ ବାସ କରୁଛନ୍ତି।
ଯିହାଶୂେୟ କାଦେଶ ବର୍ଣ୍ଣଯଠାେରକ୍ସ୍ଟ ଘସା ପର୍ୟ୍ଯନ୍ତ ସମାନଙ୍କେୁ ଓ ଗିବିଯୋନ ପର୍ୟ୍ଯନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
ସମାନେେ ମଧ୍ଯ ଇକୋର୍ଣଠାରକ୍ସ୍ଟ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗକ୍ସ୍ଟଡିକ ନେଲେ।
ଅସଦୋଦ, ତା'ର ଉପନଗର, ଓ ଗ୍ରାମମାନ, ଘାସ, ତହିଁର ଉପନଗର ଓ ଗ୍ରାମଗକ୍ସ୍ଟଡିକ, ମିଶରନଦୀ ଓ ସହାସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ।
ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରକ୍ସ୍ଟ ହମାତ ରେ ପ୍ରବେଶିବା ପଥ ପର୍ପ୍ଯନ୍ତ ଲିବା ନୋନ ପର୍ବତ ନିବାସୀ ସମସ୍ତ କିଣାନୀଯ ସୀଦୋନୀଯ ଏବଂ ହିଦ୍ଦୀଯ ଲୋକମାନେ।
ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।
ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।
ସେ ସମୟ ଇଶ୍ବୀବନୋବ୍ ନାମ ରେ ତିନିଶ ଶକେଲ ପରିମିତି ପିତ୍ତଳମଯ ବର୍ଚ୍ଛାଧାରୀ ଦୀର୍ଘକାଯ ବଂଶ ଜାତ ଜଣେ ନୂତନ ଖଡ୍ଗ ରେ ସସଜ୍ଜ ହାଇେ ଦାଉଦଙ୍କକ୍ସ୍ଟ ହତ୍ଯା କରିବାକୁ ଚେଷ୍ଟା କଲା।
ତିନିବର୍ଷ ପରେ ଶିମିଯିର ଦାସମାନଙ୍କ ମଧ୍ଯରୁ ଦୁଇଜଣ ଗାଥୀଯ ରାଜା ମାଖାର ପୁତ୍ର ଅଖୀଶ ନିକଟକୁ ଗଲେ। ଲୋକମାନେ ଶିମିଯିକି ଖବର ଦେଲେ, ଏଠାକୁ ଦେଖ, ତୁମ୍ଭର ଦାସମାନେ ଗାଥ-ନଗର ରେ ଅଛନ୍ତି।
ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ।
ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ ସହର ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନଇଗେଲେ।
ମୁଁ ଓଫୀରୁ ପ୍ରସ୍ତୁତ ତିନି ହଜାର ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ଦଇେଅଛି। ମୁଁ ସାତ ହଜାର ତାଳନ୍ତ ଶୁଦ୍ଧ ରେ ୗପ୍ୟ ଦଇେଅଛି। ଏହି ରେ ୗପ୍ୟ ମନ୍ଦିରର ଅଟ୍ଟାଳିକାଗୁଡ଼ିକର କାନ୍ଥର ଆବରଣ ନିମନ୍ତେ ଉଦ୍ଦିଷ୍ଟ।
ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ୟୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ଯାନ୍ଯ ସ୍ଥାନ ରେ ପଲେଷ୍ଟୀୟ ଲୋକମାନଙ୍କ ମଧିଅରେ ସହରମାନ ନିର୍ମାଣ କଲେ।
ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।
ଅଶୂରର ରାଜା ସର୍ଗୋନାଙ୍କ ପ୍ ରରେିତ ତର୍ତ୍ତନ ଅସଦୋଦ ନଗର ବିପକ୍ଷ ରେ ୟୁଦ୍ଧ କଲେ।