Home Bibles ପ୍ରଥମ ଶାମୁୟେଲ 28:14 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 28:14 · ଓଡ଼ିଆ ବାଇବେଲ

ଶାଉଲ ତାଙ୍କୁ ପଚାରିଲେ, ସେ କିପରି ଦେଖିବାକକ୍ସ୍ଟ.! ସେ ସ୍ତ୍ରୀ ଲୋକ ଜଣକ ଉତ୍ତର ଦଲୋ, ସେ ଜଣେ ବୃଦ୍ଧଙ୍କ ପରି ଦଖାେ ଯାଉଛି ଓ ସେ ରାଜକୀଯ ପୋଷାକ ପିନ୍ଧିଛନ୍ତି।

Cross references

ପ୍ରଥମ ଶାମୁୟେଲ 15:27

ଯେତବେେଳେ ଶାମକ୍ସ୍ଟଯଲେ ଫରେିୟିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭଗୋର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।

ପ୍ରଥମ ଶାମୁୟେଲ 24:8

ଦାଉଦ ଗକ୍ସ୍ଟମ୍ଫାରକ୍ସ୍ଟ ବାହାରିଲେ, ଶାଉଲଙ୍କକ୍ସ୍ଟ ପାଟିକରି କହିଲେ, ହେ ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ,!

ଦିତୀୟ ରାଜାବଳୀ 1:7

ଅହସିଯ ବାର୍ତ୍ତାବହମାନଙ୍କୁ ପଚାରିଲେ, ଯେଉଁ ଲୋକ ତୁମ୍ଭଙ୍କୁ ସାକ୍ଷାତ କରି ଆସି ଏହିସବୁ କହିଲା, ସେ ଜଣେ କି ପ୍ରକାର ଲୋକ?

ଦିତୀୟ ରାଜାବଳୀ 2:8

ଏଲିଯ ଆପଣା କୋଟ ନଇେ ଏକତ୍ର ଗୁଡାଇ ଠିଆ ହାଇେ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଓ ସେ ଦୁ ହେଁ ଶୁଷ୍କ ଭୂମି ଦଇେ ନଦୀ ପାର ହେଲେ।

ଦିତୀୟ ରାଜାବଳୀ 2:13

ଏଲିଯଙ୍କ କୋଟ ଭୂମିରେ ପଡିଲାମାତ୍ ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ୟର୍ଦ୍ଦନ ନଦୀ ତୀର ରେ ଛିଡା ହାଇେ ପାଣିକୁ ଆଘାତ କରି କହିଲେ, ଏଲିଯଙ୍କର ପରମେଶ୍ବର, ସଦାପ୍ରଭୁ କେଉଁଠା ରେ ଅଛନ୍ତି?

Interlinear

Choose Theme