ପ୍ରଥମ ଶାମୁୟେଲ 28:13 · ଓଡ଼ିଆ ବାଇବେଲ
ରାଜା ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଭୟ କର ନାହିଁ, ତୁମ୍ଭେ କ'ଣ ଦେଖକ୍ସ୍ଟଛ? ସ୍ତ୍ରୀ ଲୋକ ଜଣକ କହିଲା, ମୁ ଦେଖକ୍ସ୍ଟଛି ଏକ ଶକ୍ତି ଭୂମିରକ୍ସ୍ଟ ବାହାରକ୍ସ୍ଟଛି।
Cross references
ଯାତ୍ରା ପୁସ୍ତକ 4:16
ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା ପାଇଁ ପରମେଶ୍ବର ପରି ଏବଂ ସେ ତୁମ୍ଭର ପ୍ରବକ୍ତା।
ଯାତ୍ରା ପୁସ୍ତକ 22:28
ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।
ଗୀତସଂହିତା 82:6
ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
ଯୋହନଲିଖିତ ସୁସମାଚାର 10:34
ଯୀଶୁ ଉତ୍ତର ଦେଲେ, ତୁମ୍ଭ ବ୍ଯବସ୍ଥା ରେ ଏହା ଲଖାେ ଅଛି, 'ଆମ୍ଭେ କହିଲୁ, ତୁମ୍ଭମାନେେ ଈଶ୍ବରଗଣ।'