Home Bibles ଦିତୀୟ ରାଜାବଳୀ 2:8 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 2:8 · ଓଡ଼ିଆ ବାଇବେଲ

ଏଲିଯ ଆପଣା କୋଟ ନଇେ ଏକତ୍ର ଗୁଡାଇ ଠିଆ ହାଇେ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଓ ସେ ଦୁ ହେଁ ଶୁଷ୍କ ଭୂମି ଦଇେ ନଦୀ ପାର ହେଲେ।

Cross references

ଯାତ୍ରା ପୁସ୍ତକ 14:21

ମାଶାେ ତାଙ୍କର ଆଶାବାଡି ସୂଫ ସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବଗେ ରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହାଇଗେଲା ଏବଂ ସମୁଦ୍ର ମଧ୍ଯ ଶୁଷ୍କ ଭୂମିରେ ପରିଣତ ହାଇଗେଲା।

ଯାତ୍ରା ପୁସ୍ତକ 14:22

ଇଶ୍ରାୟେଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ଯ ଦଇେ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସମାନଙ୍କେର ବାମପଟେ ଓ ଦକ୍ଷୀଣ ପଟେ ରହିଲା।

ଯାତ୍ରା ପୁସ୍ତକ 14:29

ମାତ୍ର ଇଶ୍ରାୟେଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସମାନଙ୍କେର ବାମ ଓ ଡାହାଣ ପାଶର୍‌ବ ରେ କାନ୍ଥପରି ଛିଡା ହାଇେ ରହିଲା।

ଯିହୋଶୂୟ 3:14

ଯେତବେେଳେ ଲୋକମାନେ ଛାଉଣୀ ପକାଇଥିବା ସ୍ଥାନରକ୍ସ୍ଟ ୟର୍ଦ୍ଦନ ନଦୀ ପାର ହବୋପାଇଁ ୟାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିଯମ ସିନ୍ଦକ୍ସ୍ଟକ ବହି ନେଉଥିଲେ।

ପ୍ରଥମ ଶାମୁୟେଲ 28:14

ଶାଉଲ ତାଙ୍କୁ ପଚାରିଲେ, ସେ କିପରି ଦେଖିବାକକ୍ସ୍ଟ.! ସେ ସ୍ତ୍ରୀ ଲୋକ ଜଣକ ଉତ୍ତର ଦଲୋ, ସେ ଜଣେ ବୃଦ୍ଧଙ୍କ ପରି ଦଖାେ ଯାଉଛି ଓ ସେ ରାଜକୀଯ ପୋଷାକ ପିନ୍ଧିଛନ୍ତି।

ପ୍ରଥମ ରାଜାବଳୀ 19:13

ଯେତବେେଳେ ଏଲିଯ ସହେି ରବ ଶୁଣିଲେ, ସେ ନିଜ ବସ୍ତ୍ର ରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ବରର ପ୍ରବେଶ ପଥ ନିକଟରେ ୟାଇ ଛିଡା ହେଲେ। ସହେିସ୍ବର କହିଲା, ହେ ଏଲିଯ, ତୁମ୍ଭେ ଏଠା ରେ କ'ଣ କରୁଛ?

ପ୍ରଥମ ରାଜାବଳୀ 19:19

ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

ଦିତୀୟ ରାଜାବଳୀ 2:14

ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।

ଗୀତସଂହିତା 114:5

ହେ ସୁଫ ସମୁଦ୍ର, ତୁମ୍ଭେ କାହିଁକି ଘୁଞ୍ଚିଗଲ ? ହେ ୟର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ ?

ଯିଶାଇୟ 11:15

ସଦାପ୍ରଭୁ କ୍ରୋଧିତ ହାଇେ ମିଶରୀଯ ସମୁଦ୍ରକୁ ଭାଗ ଭାଗ କରିବେ। ସହେିପରି ଭାବରେ ତାଙ୍କର ପ୍ରବଳ ବାଯୁ ଦ୍ବାରା ଇଉଫ୍ ରଟେିସ ନଦୀ ଉପ ରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ବାରା ସହେି ନଦୀ ସାତଟି କ୍ଷୁଦ୍ର ନଦୀ ରେ ବିଭକ୍ତ ହବେ। ସଗେୁଡ଼ିକର ଗଭୀରତା ହ୍ରାସ ହବେ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦ ରେ ଚାଲି ତାକୁ ଅତିକ୍ରମ କରିବେ।

ଏବ୍ରୀ 11:29

ବିଶ୍ବାସଥିବା ହତେୁ ହିଁ ମାଶାଙ୍କେ ନତେୃତ୍ବ ରେ ସମସ୍ତେ ସୁଫସାଗର ମଧ୍ଯ ଦଇେ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର ହାଇଗେଲେ। ଯେତବେେଳେ ମିଶରଦେଶର ଲୋକେ ସୁଫସାଗର ଦଇେ ୟିବାପାଇଁ ଚେଷ୍ଟା କଲେ ସମାନେେ ବୁଡ଼ି ଗଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:12

ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।

Interlinear

Choose Theme