Home Bibles ଦିତୀୟ ରାଜାବଳୀ 2:13 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 2:13 · ଓଡ଼ିଆ ବାଇବେଲ

ଏଲିଯଙ୍କ କୋଟ ଭୂମିରେ ପଡିଲାମାତ୍ ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ୟର୍ଦ୍ଦନ ନଦୀ ତୀର ରେ ଛିଡା ହାଇେ ପାଣିକୁ ଆଘାତ କରି କହିଲେ, ଏଲିଯଙ୍କର ପରମେଶ୍ବର, ସଦାପ୍ରଭୁ କେଉଁଠା ରେ ଅଛନ୍ତି?

Cross references

ପ୍ରଥମ ଶାମୁୟେଲ 28:14

ଶାଉଲ ତାଙ୍କୁ ପଚାରିଲେ, ସେ କିପରି ଦେଖିବାକକ୍ସ୍ଟ.! ସେ ସ୍ତ୍ରୀ ଲୋକ ଜଣକ ଉତ୍ତର ଦଲୋ, ସେ ଜଣେ ବୃଦ୍ଧଙ୍କ ପରି ଦଖାେ ଯାଉଛି ଓ ସେ ରାଜକୀଯ ପୋଷାକ ପିନ୍ଧିଛନ୍ତି।

ପ୍ରଥମ ରାଜାବଳୀ 9:26

ଅନନ୍ତର ଶଲୋମନ ରାଜା ଇଦୋମ ଦେଶ ରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିଯୋନ ଗବରେ ରେ ଜାହାଜମାନ ନିର୍ମାଣ କଲେ।

ପ୍ରଥମ ରାଜାବଳୀ 19:19

ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

ଦିତୀୟ ରାଜାବଳୀ 2:8

ଏଲିଯ ଆପଣା କୋଟ ନଇେ ଏକତ୍ର ଗୁଡାଇ ଠିଆ ହାଇେ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଓ ସେ ଦୁ ହେଁ ଶୁଷ୍କ ଭୂମି ଦଇେ ନଦୀ ପାର ହେଲେ।

Interlinear

Choose Theme