Home Bibles ପ୍ରଥମ ଶାମୁୟେଲ 25:21 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 25:21 · ଓଡ଼ିଆ ବାଇବେଲ

ଦାଉଦ ଅବୀଗଲଙ୍କକ୍ସ୍ଟ ଦେଖିବା ପୂର୍ବରକ୍ସ୍ଟ କହକ୍ସ୍ଟଥିଲେ, ମୁ ନାବଲ୍ର ସଐତ୍ତିକକ୍ସ୍ଟ ମରକ୍ସ୍ଟଭୂମିରେ ଜଗିଲି। ମୁ ଭାବକ୍ସ୍ଟଥିଲି ଏହାର ଗୋଟିଏ ହେଲ ମଷେ ନ ହଜକ୍ସ୍ଟ। ମୁ ଏହା କରୁଥିଲି ମାରେ କିଛି ସ୍ବାର୍ଥ ନ ଥିଲା। କିନ୍ତୁ ତା'ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମାେ ପ୍ରତି ଖରାପ ବ୍ଯବହାର ଦଖାଇେଲା।

Cross references

ଆଦି ପୁସ୍ତକ 44:4

ସମାନେେ ନଗର ଛାଡ଼ିବା ପରେ ଯୋଷଫେ ତାଙ୍କର ଦାସଙ୍କୁ କହିଲେ, ସହେି ଲୋକମାନଙ୍କୁ ଅନୁସରଣ କର। ସମାନଙ୍କେୁ ଅଟକାଇ କୁହ, 'ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ଯବହାର କଲୁ କିନ୍ତୁ ତୁମ୍ଭମାନେେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭମାନେେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଚୋରି କଲ?

ପ୍ରଥମ ଶାମୁୟେଲ 25:13

ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜ ନିଜର ଖଡ୍ଗ ବାନ୍ଧ, ତେଣୁ ସମାନେେ ନିଜ ନିଜର ଖଡ୍ଗ ବାନ୍ଧିଲେ, ଦାଉଦ ମଧ୍ଯ ନିଜର ଖଡ୍ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖ ରେ ରହିଲେ।

ଆୟୁବ ପୁସ୍ତକ 30:8

ସମାନେେ ଦଳେ ଅ ଯୋଗ୍ଯ ନାମହୀନ ଲୋକ। ୟିଏ କି ବାଧ୍ଯ ହାଇେ ଦେଶ ଛାଡ଼ିଥିଲେ।

ଗୀତସଂହିତା 35:12

ମୁଁ କବଳେ ଭଲ କାର୍ୟ୍ଯ କରିଛି। କିନ୍ତୁ ସହେି ଲୋକମାନେ ମାେ ବିରୁଦ୍ଧରେ କବଳେ ମନ୍ଦ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ଦୟାକରି ମାେତେ କବଳେ ଭଲ ଜିନିଷ ଦିଅ, ୟାହା ମାରେ ପ୍ରାପ୍ଯ ଅଟେ।

ଗୀତସଂହିତା 37:8

କୋର୍ଧ ତ୍ଯାଗ କର। କୋପ ତ୍ଯାଗ କର। ଏତେ ଅର୍ଧୈୟ୍ଯ ହୁଅ ନାହିଁ, ୟାହାଫଳରେ ତୁମ୍ଭେ ମଧ୍ଯ ମନ୍ଦକାର୍ୟ୍ଯ କରି ବସିବ।

ଗୀତସଂହିତା 38:20

ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।

ଗୀତସଂହିତା 109:3

ଲୋକମାନେ ମାେ ପ୍ରତି ଘୃଣାକାରୀ କଥା କହନ୍ତି। ବିନା କାରଣରେ ମାେ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।

ହିତୋପଦେଶ 17:13

ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।

ଯିରିମିୟ 18:20

ଲୋକେ ମଙ୍ଗଳ ପରିଶାଧେର କ'ଣ ଅମଙ୍ଗଳ କରିବେ ? ତୁମ୍ଭେ ସ୍ମରଣ କର, ମୁଁ କିପରି ସମାନଙ୍କେର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖ ରେ ଛିଡ଼ା ହାଇେଥିଲି ଓ ସମାନଙ୍କେୁ ଦଣ୍ଡ ନ ଦବୋ ପାଇଁ କହିଥିଲି। ମାତ୍ର ସମାନେେ ମାରେ ବିନାଶ ନିମନ୍ତେ ଗର୍ତ୍ତ ଖାେଳି ଅଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 12:21

ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

ଏଫିସୀୟଙ୍କ ପ୍ରତି ପତ୍ର 4:26

ଯେତବେେଳେ ତୁମ୍ଭର କୋର୍ଧ ହୁଏ, ସେତବେେଳେ ଅତି କୋର୍ଧୀ ହାଇେ ପାପ କର ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 4:31

କବେେ ହେଲ କଟୁ ହୁଅ ନାହିଁ, ରାଗ ନାହିଁ କୋର୍ଧ କର ନାହିଁ, ଉତ୍ତଜେିତ ହୁଅ ନାହିଁ। କୋରଧ ରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦଲୋଭଳି କଥା କୁହ ନାହିଁ। କବେେ ହେଲ ମନ୍ଦ କାମ କର ନାହିଁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:15

ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।

ପିତରଙ୍କ ପ୍ରଥମ ପତ୍ 2:20

କିନ୍ତୁ ଯଦି ତୁମ୍ଭେ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' ହେଲେ ସହେି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

ପିତରଙ୍କ ପ୍ରଥମ ପତ୍ 3:9

ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ଯ ରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ ପଥା କହିଥିବା ଯୋଗୁ କୌଣସି ଲୋକକୁ ତା' ବଦଳ ରେ ମନ୍ଦ କଥା କୁହ ନାହିଁ। ତା' ବଦଳ ରେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କର ଯେ, ସେ ତା'କୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ବାନ ପାଇଥିବାରୁ ଏପରି କର।

ପିତରଙ୍କ ପ୍ରଥମ ପତ୍ 3:17

ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ବରଙ୍କର ଇଚ୍ଛା, ତବେେ ଏହାହିଁ ଭଲ।

Interlinear

Choose Theme