Home Bibles ରୋମୀୟଙ୍କ ପ୍ରତି ପତ୍ର 12:21 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 12:21 · ଓଡ଼ିଆ ବାଇବେଲ

ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

Cross references

ହିତୋପଦେଶ 16:32

ଯେ କୋରଧ ରେ ଧୀର, ସେ ବୀର ଅପେକ୍ଷା ଶ୍ ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପ ରେ କତ୍ତୃର୍ତ୍ବ କରେ, ସେ ନଗର ବିଜଯୀଠାରୁ ଭଲ।

ଲୂକଲିଖିତ ସୁସମାଚାର 6:27

ତୁମ୍ଭମାନେେ ଯେଉଁମାନେ ମାେ କଥା ଶୁଣୁଛ, ମୁଁ ସହେିମାନଙ୍କୁ କହୁଛି, ନିଜ ଶତୃକୁ ପ୍ ରମେ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସମାନଙ୍କେର ମଙ୍ଗଳ କର।

ପିତରଙ୍କ ପ୍ରଥମ ପତ୍ 3:9

ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ଯ ରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ ପଥା କହିଥିବା ଯୋଗୁ କୌଣସି ଲୋକକୁ ତା' ବଦଳ ରେ ମନ୍ଦ କଥା କୁହ ନାହିଁ। ତା' ବଦଳ ରେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କର ଯେ, ସେ ତା'କୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ବାନ ପାଇଥିବାରୁ ଏପରି କର।

Interlinear

Choose Theme