ସଦାପ୍ରଭୁ ବିଗ୍ଭରକର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ। ଆରଣ ଓ ମାେ ଭିତ ରେ ସେ ବିଗ୍ଭର କରନ୍ତକ୍ସ୍ଟ। ସଦପ୍ରଭକ୍ସ୍ଟ ମାରେ ପକ୍ଷ ରେ ବିଗ୍ଭର କରନ୍ତକ୍ସ୍ଟ ଏବଂ ପ୍ରମାଣ କରନ୍ତକ୍ସ୍ଟ ଯେ ମୁ ଠିକ୍ ଅଛି। ସଦାପ୍ରଭୁ ମାେତେ ତକ୍ସ୍ଟମ୍ଭଠାରକ୍ସ୍ଟ ରକ୍ଷା କରନ୍ତକ୍ସ୍ଟ।
Cross references
ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।
ସଦାପ୍ରଭୁ ମାରେ ଓ ତକ୍ସ୍ଟମ୍ଭ ଭିତ ରେ ବିଗ୍ଭର କରନ୍ତକ୍ସ୍ଟ ଓ ଆପଣଙ୍କ ମାଠାେ ରେ ଭୂଲ୍ କରିଥିବା ସଦାପ୍ରଭୁ ତା'ର ଦଣ୍ତ ଦିଅନ୍ତକ୍ସ୍ଟ। କିନ୍ତୁ ମୁ ତକ୍ସ୍ଟମ୍ଭ ସହିତ ୟକ୍ସ୍ଟଦ୍ଧ କରିବି ନାହିଁ।
ଦାଉଦ ଗକ୍ସ୍ଟଲ୍ଗଚର ପଠାଇ ନିଶ୍ଚଯ ଆସିଛନ୍ତି ବୋଲି ଜାଣିଲେ।
ବର୍ତ୍ତମାନ ତୁମ୍ଭେ ମାେତେ ସଦାପ୍ରଭୁଙ୍କଠାରୁ ଦୂର ରେ ମରିବାକକ୍ସ୍ଟ ଦିଅ ନାହିଁ। ଇଶ୍ରାୟେଲର ରାଜା ଗୋଟିଏ ଡାଆଁଶର ଅନ୍ବଷେଣ ରେ କିମ୍ବା ପର୍ବତ ରେ ଏକ ତିତ୍ତିର ପକ୍ଷୀ ଶିକାର କରିବା ଉଦ୍ଦେଶ୍ଯ ରେ ବାହାରି ଆସିଛନ୍ତି।
ରାଜା ୟୋଯାଶ୍ଙ୍କ ପ୍ରତି ଯିହାୟୋଦାରଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହାୟୋଦାରଦା ଜିଖରିଯଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହାୟୋଦାରଦାଙ୍କ ପୁତ୍ର ଜିଖରିଯଙ୍କୁ ହତ୍ଯା କଲେ। ଜିଖରିଯ ମୃତ୍ଯୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, ତୁମ୍ଭମାନେେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ !
ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।
ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।
ହେ ସଦାପ୍ରଭୁ, ତୁମ୍ଭେ ମାେ ପାଇଁ ନିଷ୍ପତ୍ତି କର ଏବଂ ମାେତେ ରକ୍ଷା କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ବଞ୍ଚିବାକୁ ଦିଅ।
ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।
ମୁଁ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମାେ ଉପ ରେ କୋରଧାନ୍ବିତ ହାଇେଥିଲେ। ମାତ୍ର ସେ ମାେ ପାଇଁ ୟୁକ୍ତି ବାଢିବେ ଏବଂ ମାେ ପାଇଁ ନ୍ଯାଯ ବିଗ୍ଭର କରିବେ। ସେ ମାେତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।