ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।
Cross references
ହେ ଆକାଶମଣ୍ତଳ ଶକ୍ସ୍ଟଣ, ମୁ କହିବି, ପୃଥିବୀ ମାରେ ବାକ୍ଯ ଶକ୍ସ୍ଟଣ।
ତହିଁରେ ମୀଖାଯ ଉଚ୍ଚସ୍ବର ରେ କହିଲେ, ତୁମ୍ଭମାନେେ ସମସ୍ତେ ଶୁଣ, ଯଦି ରାଜା ଆହାବ୍ କୁଶଳ ରେ ୟୁଦ୍ଧ କ୍ଷେତ୍ରରୁ ଫରେି ଆ ସେ, ତବେେ ସଦାପ୍ରଭୁ ମାେତେ ବାର୍ତ୍ତା ଦଇେ ନାହାଁନ୍ତି ବୋଲି ଜାଣିବ।
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।
ହେ ଜାତିଗଣ ସମୂହ ଶୁଣ, ହେ ପୃଥିବୀବାସୀ ଲୋକମାନେ ଶୁଣ,
ପ୍ରେତ୍ୟକକ ମଣିଷ ଧନୀ ଦରିଦ୍ର ନିର୍ବିଶଷେରେ ସମସ୍ତେ ଶୁଣ,
ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।
ପରମେଶ୍ବର କହନ୍ତି, ଇଶ୍ରାୟେଲର ଅଧିବାସୀଗଣ, ମାରେ ଅନୁଗାମୀମାନେ ମାରେ କଥା ଶୁଣ, ମୁଁ ତୁମ୍ଭକୁ ତାହାର ପ୍ରମାଣ ଦଖାଇବେି ୟାହା ତୁମ୍ଭ ବିରୁଦ୍ଧରେ ୟିବ। ମୁଁ ହିଁ ପରମେଶ୍ବର, ତୁମ୍ଭର ପରମେଶ୍ବର।
ମୁଁ ଭୋକିଲା ନୁହେଁ, ୟଦି ମୁଁ ଭୋକିଲା ଥାନ୍ତି, କବେେ ହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥାନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମାରେ ଅଧୀନ ଅଟେ।
ଜ୍ଞାନୀ କ ହେ, ହେ ମନୁଷ୍ଯଗଣ ମୁଁ ତୁମ୍ଭମାନଙ୍କୁ ଡ଼ାକୁଅଛି। ମୁଁ ପ୍ରେତ୍ୟକକ ଲୋକଙ୍କୁ ଡାକେ।
ହେ ସ୍ବର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ସଦାପ୍ରଭୁ କହିଛନ୍ତି, ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସମାନେେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।
ହେ ପୃଥିବୀ, ଯିହୁଦା ଦେଶ ! ସଦାପ୍ରଭୁଙ୍କ ବାକ୍ଯ ଶୁଣ।
ସମାନେେ ଇଶ୍ରାୟେଲ ରେ ଅତି ମନ୍ଦ ଆଚରଣ କରିଛନ୍ତି, ସମାନେେ ଆପଣା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସମାନେେ ଆମ୍ଭ ନାମ ରେ ମିଥ୍ଯା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।
ମୁଁ ଜୀବନର ସବୁ ଆଶା ଛାଡିଥିଲି କିନ୍ତୁ ତା'ପ ରେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଏବଂ ତୁମ୍ଭେ ତୁମ୍ଭ ପବିତ୍ର ମନ୍ଦିର ରେ ମାରେ ପ୍ରାର୍ଥନା ଶୁଣିଲ।
କେତକେ ଲୋକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ ସହେି ପିତୁଳା ସମାନଙ୍କେୁ କବେେ ସାହାୟ୍ଯ କରନ୍ତି ନାହିଁ।
ଶୁଣ ସଦାପ୍ରଭୁ ଯାହା କହନ୍ତି, ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖ ରେ ଓ ସହେି ପାହାଡ ଗୁଡିକ ସମ୍ମୁଖ ରେ ପ୍ରକାଶ କର, ଯେଉଁ ପାହାଡଗୁଡିକ ତୁମ୍ଭର କଥା ଶୁଣନ୍ତି।
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିର ରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହବେ ଓ ସଦାପ୍ରଭୁଙ୍କ ସମ୍ମାନ ଜଣାଇବ।
ତୁମ୍ଭମାନେେ ପଗ୍ଭରିବ, କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।
ତା'ପ ରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ଯ ଦବୋ ସମାନଙ୍କେ ବିରୁଦ୍ଧ ରେ, ଯେଉଁମାନେ ମାଯାବୀ, ବ୍ଯଭିଗ୍ଭରୀ, ମିଥ୍ଯାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ଯାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡି ଦିଅନ୍ତି। ସହେିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରେତ୍ୟକକ ଲୋକ ମାରେ କଥା ଶୁଣ ଓ ବୁଝ।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜଯୀ ହୁଏ, ସେ ଦ୍ବିତୀୟ ମୃତ୍ଯୁ ଦ୍ବାରା ଆଦୌ କ୍ଷତିଗ୍ରସ୍ତ ହବେନାହିଁ।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।