Home Bibles ପ୍ରଥମ ଶାମୁୟେଲ 22:6 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 22:6 · ଓଡ଼ିଆ ବାଇବେଲ

ଶାଉଲ ଜାଣିବାକକ୍ସ୍ଟ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷଯ ରେ ଜାଣିବାକକ୍ସ୍ଟ ପାଇଲେ ଯେ ସମାନେେ କେଉଁଠା ରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତ ରେ ବର୍ଚ୍ଛା ଧରି ଗିବିଯାସ୍ଥିତ ରାମାର ଏକ ଗଛ ମୂଳ ରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘରେି ରହିଥିଲେ।

Cross references

ଆଦି ପୁସ୍ତକ 21:33

ଅବ୍ରହାମ ଏକ ବିଶଷେ ଗଛ ସଠାେରେ ରୋପଣ କଲେ। ସହେି ସ୍ଥାନ ରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ।

ବିଚାରକର୍ତାମାନଙ୍କ ବିବରଣ 4:5

ଦିନେ, ଦବୋରା ଏକ ଖଜର୍କ୍ସ୍ଟରୀ ଗଛ ତଳେ ବସିଥିଲେ। ଇଶ୍ରାୟେଲର ଲୋକମାନେ ଗୋଟିଏ ମୀମାଂସ ପାଇଁ ତାଙ୍କ ନିକଟକକ୍ସ୍ଟ, ସୀଷରା ସମ୍ବନ୍ଧ ରେ ଆସିଲେ। ସହେି ଖଜର୍କ୍ସ୍ଟରୀ ଗଛଟି ରାମା ଓ ବୈଥେଲ୍ ମଧ୍ଯ ଇଫ୍ରଯିମ ପର୍ବତମଯ ଦେଶ ରେ ଅବସ୍ଥିତ ଥିଲା।

ପ୍ରଥମ ଶାମୁୟେଲ 14:2

ସେ ସମୟରେ ଶାଉଲ ଗିବିଯାର ପ୍ରାନ୍ତଭାଗ ରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳ ରେ ଥିଲେ। ପ୍ରାଯତଃ 600 ଲୋକ ତାଙ୍କ ପାଖ ରେ ଥିଲେ।

ପ୍ରଥମ ଶାମୁୟେଲ 18:10

ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।

ପ୍ରଥମ ଶାମୁୟେଲ 19:9

କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।

ପ୍ରଥମ ଶାମୁୟେଲ 20:33

କିନ୍ତୁ ଶାଉଲ ଯୋନାଥନଙ୍କକ୍ସ୍ଟ ମାରିବା ପାଇଁ ତା ଉପରକକ୍ସ୍ଟ ବର୍ଚ୍ଛା ଫୋପାଡିଲେ। ତେଣୁ ଯୋନାଥନ ଜାଣିଲା ତାଙ୍କ ବାପା ଦାଉଦଙ୍କକ୍ସ୍ଟ ମାରିବା ପାଇଁ ବହକ୍ସ୍ଟତ ଆଗ୍ରହି।

Interlinear

Choose Theme