Home Bibles ☰ Books ପ୍ରଥମ ଶାମୁୟେଲ 20:33 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 20:33 · ଓଡ଼ିଆ ବାଇବେଲ

କିନ୍ତୁ ଶାଉଲ ଯୋନାଥନଙ୍କକ୍ସ୍ଟ ମାରିବା ପାଇଁ ତା ଉପରକକ୍ସ୍ଟ ବର୍ଚ୍ଛା ଫୋପାଡିଲେ। ତେଣୁ ଯୋନାଥନ ଜାଣିଲା ତାଙ୍କ ବାପା ଦାଉଦଙ୍କକ୍ସ୍ଟ ମାରିବା ପାଇଁ ବହକ୍ସ୍ଟତ ଆଗ୍ରହି।

Cross references

ପ୍ରଥମ ଶାମୁୟେଲ 18:11

ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, ମୁ ଦାଉଦକକ୍ସ୍ଟ କାନ୍ଥ ରେ ଫୋଡିବି। ମାତ୍ର ଦାଉଦ ତାଙ୍କ ନିକଟରକ୍ସ୍ଟ ଦକ୍ସ୍ଟଇଥର ଘକ୍ସ୍ଟଞ୍ଚିଗଲେ।

ପ୍ରଥମ ଶାମୁୟେଲ 19:10

ଶାଉଲ ବର୍ଚ୍ଛା ରେ ଦାଉଦଙ୍କକ୍ସ୍ଟ କାନ୍ଥ ରେ ଫୋଡି ପକାଇବାକକ୍ସ୍ଟ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଘକ୍ସ୍ଟଞ୍ଚି ୟିବାରକ୍ସ୍ଟ ବର୍ଚ୍ଛା କାନ୍ଥ ରେ ଫୋଡି ହାଇଗେଲା। ସହେି ରାତ୍ରି ରେ ଦାଉଦ ପଳାଯନ କଲେ।

ପ୍ରଥମ ଶାମୁୟେଲ 20:7

ଯଦି ତୁମ୍ଭର ବାପା କହନ୍ତି, 'ଠିକ୍ ଅଛି,' ମୁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତବେେ ତୁମ୍ଭେ ଜାଣିବ ଯେ ସେ ମାେତେ ମାରିବାକକ୍ସ୍ଟ ସ୍ଥିର କରିଛନ୍ତି।

ପ୍ରଥମ ରାଜାବଳୀ 11:40

ଏହି କାରଣରୁ ଶଲୋମନ ୟାରବିଯାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ୟାରବିଯାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ଯୁ ପର୍ୟ୍ଯନ୍ତ ମିଶର ରେ ରହିଲେ।

Interlinear

Choose Theme