Home Bibles ପ୍ରଥମ ଶାମୁୟେଲ 22:7 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 22:7 · ଓଡ଼ିଆ ବାଇବେଲ

ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, ହେ ବିନ୍ଯାମୀନୀଯ ଲୋକମାନେ, ଶକ୍ସ୍ଟଣ ୟିଶୀର ପକ୍ସ୍ଟତ୍ର କ'ଣ ତକ୍ସ୍ଟମ୍ଭ ପ୍ରତି ଜଣଙ୍କକ୍ସ୍ଟ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦବେ? ସେ କ'ଣ ତକ୍ସ୍ଟମ୍ଭ ସମସ୍ତଙ୍କକ୍ସ୍ଟ ସହସ୍ରପତି ଓ ଶତପତି କରିବ?

Cross references

ପ୍ରଥମ ଶାମୁୟେଲ 8:11

ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।

ପ୍ରଥମ ଶାମୁୟେଲ 8:14

ସେ ତକ୍ସ୍ଟମ୍ଭଠାରକ୍ସ୍ଟ ନଇେଥିବା ଶସ୍ଯକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜିତକ୍ଷେତ୍ର ମଧ୍ଯରକ୍ସ୍ଟ ଉତ୍ତମ କ୍ଷେତ୍ରକକ୍ସ୍ଟ ନଇେ ତା'ର ଅଧିକାରୀମାନଙ୍କୁ ବାଣ୍ଟିବେ।

ପ୍ରଥମ ଶାମୁୟେଲ 18:14

ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରେତ୍ୟକକ କ୍ଷେତ୍ର ରେ ବିଜଯୀ ହେଲେ।

ପ୍ରଥମ ଶାମୁୟେଲ 20:27

ତା'ପରଦିନ ମାସର ଦ୍ବିତୀୟ ଦିନ ଦାଉଦର ସ୍ଥାନ ମଧ୍ଯ ଶୂନ୍ଯ ରହିଲା। ତା'ପରେ ଶାଉଲ ତାଙ୍କର ପକ୍ସ୍ଟତ୍ର ଯୋନାଥନଙ୍କକ୍ସ୍ଟ ପଚାରିଲେ, କାହିଁକି ୟିଶୀର ପକ୍ସ୍ଟଅ ଗତକାଲି ଏବଂ ଆଜି ଏଠାକକ୍ସ୍ଟ ଭୋଜନ କରିବାକୁ ଆସିଲେ ନାହିଁ?

ପ୍ରଥମ ଶାମୁୟେଲ 20:30

ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କକ୍ସ୍ଟ କହିଲେ, ତକ୍ସ୍ଟ ହେଉଛକ୍ସ୍ଟ ଜଣେ ଦାସୀ ସ୍ତ୍ରୀ ଲୋକର ପକ୍ସ୍ଟତ୍ର। ୟିଏକି ମାନିବା ପାଇଁ ମନାକରେ। ତକ୍ସ୍ଟବି ଠିକ୍ ତା'ପରି, ମୁ ଜାଣେ ତକ୍ସ୍ଟ ଦାଉଦର ପକ୍ଷ ନଇେଛକ୍ସ୍ଟ। ତକ୍ସ୍ଟ ନିଜ ପାଇଁ ଓ ତୋର ମାଆ ପାଇଁ ଅପମାନ ଆଣକ୍ସ୍ଟଛକ୍ସ୍ଟ।

ପ୍ରଥମ ଶାମୁୟେଲ 22:9

ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।

ପ୍ରଥମ ଶାମୁୟେଲ 22:13

ପକ୍ସ୍ଟଣି ଶାଉଲ ତାଙ୍କୁ କହିଲେ, ତୁମ୍ଭେ ଓ ୟିଶୀର ପକ୍ସ୍ଟତ୍ର କାହିଁକି ମାେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରିଅଛ? ଆଜିପରି ୟିଶୀର ପକ୍ସ୍ଟତ୍ର ମାେ ବିରକ୍ସ୍ଟଦ୍ଧ ରେ ଉଠି ଓଗାଳି ବସିବା ପାଇଁ ତୁମ୍ଭେ ତ ତାହାକକ୍ସ୍ଟ ରୋଟୀ ଓ ଖଣ୍ତା ଦଇେଅଛ ଓ ପରମେଶ୍ବରଙ୍କ ନିକଟରେ ତା' ପାଇଁ ପ୍ରାର୍ଥନା କରିଅଛ।

ପ୍ରଥମ ଶାମୁୟେଲ 25:10

ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।

ଦିତୀୟ ଶାମୁୟେଲ 20:1

ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,

ପ୍ରଥମ ରାଜାବଳୀ 12:16

ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।

ଯିଶାଇୟ 11:1

ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,

ଯିଶାଇୟ 11:10

ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।

Interlinear

Choose Theme