ମୀଖଲ ଗୃହର ଦବେତାଙ୍କୁ ଲକ୍ସ୍ଟଗା ରେ ଘୋଡାଇ ଦଲୋ। ତା'ପରେ ସେ ପ୍ରତିମୂର୍ତ୍ତିକକ୍ସ୍ଟ ବିଛଣା ମଧିଅରେ ପକ୍ସ୍ଟରାଇ ଦଲୋ। ସେ ମଧ୍ଯ ଛାଗ ଚମଡାକକ୍ସ୍ଟ ତହିଁର ମସ୍ତକରେ ଘୋଡାଇ ଦଲୋ।
Cross references
ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।
ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନକେ ଗକ୍ସ୍ଟଡିକ ମୂର୍ତ୍ତିଗକ୍ସ୍ଟଡିକ ଥିଲା। ସେ ଆପଣା ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଯାଜକ ରୂପେ ନିୟକ୍ସ୍ଟକ୍ତ କଲା।
ତେଣୁ ସହେି ପାଞ୍ଚଜଣ ଯେଉଁମାନେ ଲଯିଶ ଦେଶ ଅନକ୍ସ୍ଟସନ୍ଧାନ କରିବାକୁ ୟାଇଥିଲେ, ସମାନେେ ସମାନଙ୍କେର ସଐର୍କୀଯମାନଙ୍କୁ କହିଲେ, ସଠାେରେ ଏକ ଏଫୋଦ୍ ଅଛି। ସଠାେରେ ଗୃହ ଦବେତାଗଣ ଅଛନ୍ତି ଓ ଏକ ଖାଦେିତ ପ୍ରତିମା ଅଛି। ଏହା ତୁମ୍ଭମାନେେ କ'ଣ ଜାଣ? ତେଣୁ ବର୍ତ୍ତମାନ କ'ଣ କରିବାକୁ ହବେ ବିବଚେନା କର।
ଦଶାେନକ୍ସ୍ଟସନ୍ଧାନ ନିମିତ୍ତ ୟାଇଥିବା ସହେି ପାଞ୍ଚଜଣ ଉପରକକ୍ସ୍ଟ ଗଲେ। ତା'ପରେ ସମାନେେ ଭିତରକକ୍ସ୍ଟ ପ୍ରବେଶ କରି ଏଫୋଦକକ୍ସ୍ଟ, ଗୃହ ଦବେତାଙ୍କୁ ଓ ଖାଦେିତ ପ୍ରତିମାକକ୍ସ୍ଟ ନଇଗେଲେ।
ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।