ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।
Cross references
ପଲେଷ୍ଟୀୟ ଧି ରେ ଧି ରେ ଅଗ୍ରସର ହାଇେ ଦାଉଦଙ୍କର ସନ୍ନିକଟି ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା।
ସେ ସମୟ ଇଶ୍ବୀବନୋବ୍ ନାମ ରେ ତିନିଶ ଶକେଲ ପରିମିତି ପିତ୍ତଳମଯ ବର୍ଚ୍ଛାଧାରୀ ଦୀର୍ଘକାଯ ବଂଶ ଜାତ ଜଣେ ନୂତନ ଖଡ୍ଗ ରେ ସସଜ୍ଜ ହାଇେ ଦାଉଦଙ୍କକ୍ସ୍ଟ ହତ୍ଯା କରିବାକୁ ଚେଷ୍ଟା କଲା।
ଏହାପରେ ପକ୍ସ୍ଟନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ ରେ ୟକ୍ସ୍ଟଦ୍ଧ ହେଲା। ସେଥି ରେ ବୈଥ୍ଲହମେୀଯ ୟା ରେ-ଓରଗୀମର ପକ୍ସ୍ଟତ୍ର ଇଲ୍ହାନନ୍ ତନ୍ତି ନରାଜ ତକ୍ସ୍ଟଲ୍ଯ ବର୍ଚ୍ଛାଧାରୀ ଗାଥୀଯ ଗଲିଯାତକକ୍ସ୍ଟ ବଧ କଲା।
ବନାଯ ଜଣେ ଅତିକାଯ ମିସ୍ରୀଯ ସୈନ୍ଯକୁ ବଧ କଲେ। ସହେି ବ୍ଯକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସହେି ମିସ୍ରୀଯ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାଯ ନିକଟରେ କବଳେ ଠେଙ୍ଗାଟିଏ ଥିଲା। ବନାଯ ସହେି ମିସ୍ରୀଯ ବ୍ଯକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼ଇେ ନେଲେ। ଏହାପରେ ବନାଯ ସହେି ମିସ୍ରୀଯକୁ ତାହାର ନିଜ ବର୍ଚ୍ଛା ଦ୍ବାରା ବିଦ୍ଧ କରି ହତ୍ଯା କଲେ।
ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।