ଏହାପରେ ପକ୍ସ୍ଟନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ ରେ ୟକ୍ସ୍ଟଦ୍ଧ ହେଲା। ସେଥି ରେ ବୈଥ୍ଲହମେୀଯ ୟା ରେ-ଓରଗୀମର ପକ୍ସ୍ଟତ୍ର ଇଲ୍ହାନନ୍ ତନ୍ତି ନରାଜ ତକ୍ସ୍ଟଲ୍ଯ ବର୍ଚ୍ଛାଧାରୀ ଗାଥୀଯ ଗଲିଯାତକକ୍ସ୍ଟ ବଧ କଲା।
Cross references
ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।
ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।
ଯୋୟାବର ଭ୍ରାତା ଅସା ହେଲ ଉକ୍ତ ତିରିଶ ଜଣ ମଧିଅରେ ଜଣେ ଥିଲା। ସହେି ତିରିଶ ଜଣ ବୀରମାନଙ୍କ ମଧିଅରେ ବୈଥ୍ଲହମେସ୍ଥ ଦୋଦୟର ପକ୍ସ୍ଟତ୍ର ଇଲ୍ହାନନ୍ ଥିଲା।
ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ : ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍ ;
ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।