Home Bibles ☰ Books ପ୍ରଥମ ଶାମୁୟେଲ 13:22 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 13:22 · ଓଡ଼ିଆ ବାଇବେଲ

ଏଣୁ ୟକ୍ସ୍ଟଦ୍ଧ ସମୟରେ କୌଣସି ଇଶ୍ରାୟେଲୀୟଙ୍କ ପାଖ ରେ ଖଡ୍ଗ କିମ୍ବା ବର୍ଚ୍ଛା ନ ଥିଲା, କବଳେ ଶାଉଲ ଏବଂ ତାଙ୍କ ପକ୍ସ୍ଟତ୍ର ଯୋନାଥନଙ୍କ ପାଖ ରେ ଲୌହ ଅସ୍ତ୍ର ଥିଲା।

Cross references

ବିଚାରକର୍ତାମାନଙ୍କ ବିବରଣ 5:8

ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

ପ୍ରଥମ ଶାମୁୟେଲ 17:47

ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।

ପ୍ରଥମ ଶାମୁୟେଲ 17:50

ଏହିପରି ଭାବରେ ଦାଉଦ ବାଟକ୍ସ୍ଟଳି ଓ ପଥର ଦ୍ବାରା ସହେି ପଲେଷ୍ଟୀୟକକ୍ସ୍ଟ ପରାସ୍ତ କଲେ ଓ ଆଘାତକରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତ ରେ ଖଡ୍ଗ ନ ଥିଲା।

ଯିଖରିୟ 4:6

ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:27

କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:7

ଆମ୍ଭେ ପରମେଶ୍ବରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କବଳେ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ୟ୍ଯ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ବରଙ୍କର ଅଟେ।

Interlinear

Choose Theme