ଦାଉଦ ଦୌଡିୟାଇ ସହେି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିଯାତର ଖଡ୍ଗ ଖାପରକ୍ସ୍ଟ କାଢି ତାହାର ମସ୍ତକ ଛଦନେ କଲେ।
Cross references
ଦାଉଦ ଅହୀମଲକେକକ୍ସ୍ଟ କହିଲେ, ଏଠା ରେ ତକ୍ସ୍ଟମ୍ଭ ହାତ ରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁ ଆପଣା ଖଡ୍ଗ ବା ଅସ୍ତ୍ରଶସ୍ତ୍ର ସାଥି ରେ ଆଣି ନାହିଁ। ଯେଣକ୍ସ୍ଟ ରାଜାଙ୍କ ଅଭିୟାନ ଶିଘ୍ର କରିବାକୁ ପଡିବ।
ଯାଜକ ଉତ୍ତର ଦେଲେ, ଏଠା ରେ ଗୋଟିଏ ଖଣ୍ତା ଅଛି, ଯାହାକି ପଲେଷ୍ଟୀୟ ଗଲିଯାତର ଅଟେ। ଏହାକକ୍ସ୍ଟ ତୁମ୍ଭେ ତାକକ୍ସ୍ଟ ଏଲୀଯ ଉପତ୍ୟକା ରେ ହତ୍ଯା କରିବା ସମୟରେ ଆଣିଥିଲ। ତାହା ସେ ଏଫୋଦ ପଛ ରେ ବସ୍ତ୍ର ଗକ୍ସ୍ଟଡା ହାଇେ ରଖା ୟାଇଛି। ଏହାକକ୍ସ୍ଟ ତୁମ୍ଭେ ନଇେପାର ଯଦି ତୁମ୍ଭେ ଗ୍ଭହଁ।
ପଲେଷ୍ଟୀୟମାନେ ଶାଉଲଙ୍କର ମସ୍ତକ କାଟି ତାଙ୍କର କବଚ ଇତ୍ଯାଦିକକ୍ସ୍ଟ ନଇଗେଲେ। ପଲେଷ୍ଟୀୟମାନେ ନିଜ ନିଜର ଦବଗେଣ ଗୃହ ବା ମନ୍ଦିରକକ୍ସ୍ଟ ଓ ଲୋକମାନଙ୍କୁ ଦେଶର ଗ୍ଭରି ଆଡକକ୍ସ୍ଟ ଖବର ଦଇେ ପଠାଇଲେ।
ସହେି ସମୟରେ ରେଖବ୍ ଓ ବାନା ତାଙ୍କର ପଟେ ରେ ଖଡ୍ଗ ଭୂଷି ହତ୍ଯା କଲେ ଓ ତାଙ୍କର ମକ୍ସ୍ଟଣ୍ତ କାଟି ତାଙ୍କ ସହିତ ନଇେ ଆସିଲେ। ସମାନେେ ୟର୍ଦ୍ଦନ ଉପତ୍ୟକା ଦଇେ ରାତିସାରା ଚାଲିଲେ।
ବନାଯ ଏକ ମିଶ୍ରୀଯ ମହାପୁରୁଷଙ୍କକ୍ସ୍ଟ ହତ୍ଯା କଲା। ସହେି ମିଶ୍ରୀଯ ଜଣଙ୍କ ହାତ ରେ ଏକ ବର୍ଚ୍ଛା ଥିଲା କିନ୍ତୁ ବନାଯର ହାତ ରେ ଏକ ୟଷ୍ଟି ଥିଲା, ବନାଯ ତା'ର ହାତରକ୍ସ୍ଟ ବର୍ଚ୍ଛା ଛଡାଇ ଆଣିଲା ଓ ତା'ର ବର୍ଚ୍ଛା ରେ ତାକକ୍ସ୍ଟ ବଧ କଲା।
ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
ସହେି ବିଶ୍ବାସ ବଳ ରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ୍ଗ ଦ୍ବାରା ମରିବାରୁ ରକ୍ଷା ପାଇଲେ। ବିଶ୍ବାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସମାନେେ ୟୁଦ୍ଧ ରେ ଶକ୍ତିଶାଳୀ ହାଇେ ଶତୃ ସନୋଙ୍କୁ ପରାସ୍ତ କଲେ।