Home Bibles ପ୍ରଥମ ଶାମୁୟେଲ 23:21 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 23:21 · ଓଡ଼ିଆ ବାଇବେଲ

ଶାଉଲ କହିଲେ, ତୁମ୍ଭେ ମାେତେ ସାହାର୍ୟ୍ଯ କରିଥିବାରକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ।

Cross references

ଆଦି ପୁସ୍ତକ 20:13

ପରମେଶ୍ବର ମାେତେ ମାରେ ପିତାଙ୍କ ଗୃହରୁ ଦୂରକୁ ଆଗଇେ ନେଲେ। ପରମେଶ୍ବର ମାେତେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲାଇଲେ। ଏପରି ଯେତବେେଳେ ହେଲା ମୁଁ ସାରାକୁ କହିଲି, 'ଦୟାକରି ମାେ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ୟିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।

ବିଚାରକର୍ତାମାନଙ୍କ ବିବରଣ 17:2

ମୀଖା ତା'ର ମା'କକ୍ସ୍ଟ ଥରେ କହିଲା, ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1,100 ଖଣ୍ତ ରୂପା ଗ୍ଭରେି ହାଇେଥିଲା ଏବଂ କାହାକକ୍ସ୍ଟ ତୁମ୍ଭେ ଶାପ ଦେଉଥିବାର ଶକ୍ସ୍ଟଣିଲି। ସହେି ରୂପା ମାେ ପାଖ ରେ ଅଛି, ମୁ ଏହା ଦେଖିଲି।

ପ୍ରଥମ ଶାମୁୟେଲ 15:13

ତେଣୁ ଶାମକ୍ସ୍ଟଯଲେ ଶାଉଲ ଥିବା ସ୍ଥାନକକ୍ସ୍ଟ ୟାତ୍ରା କଲେ। ଶାଉଲ ତାଙ୍କୁ ଅଭ୍ଯର୍ଥନା କଲେ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ମୁ ସଦାପ୍ରଭୁଙ୍କ ଆଜ୍ଞା ମାନିଛି।

ପ୍ରଥମ ଶାମୁୟେଲ 22:8

ଏଥିପାଇଁ ତୁମ୍ଭେ କ'ଣ ସମସ୍ତେ ମାରେ ବିରକ୍ସ୍ଟଦ୍ଧ ରେ କକ୍ସ୍ଟମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ମାେତେ କହେି କହିଲ ନାହିଁ ଯେତବେେଳେ ମାରେ ପକ୍ସ୍ଟତ୍ର ୟିଶୀର ପକ୍ସ୍ଟତ୍ର ସହିତ ନିଯମ କଲା, ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ମାେ କଥା ଚିନ୍ତା କଲନାହିଁ। ଯେତବେେଳେ ମାରେ ପକ୍ସ୍ଟତ୍ର ଦାଉଦ୍କକ୍ସ୍ଟ ଓ ସବେକମାନଙ୍କୁ ମାେ ବିରକ୍ସ୍ଟଦ୍ଧ ରେ ଉତ୍ତଜେିତ କଲା ମାେ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରିବା ପାଇଁ ଏବଂ ଲକ୍ସ୍ଟଚି କରି ମାେତେ ଆକ୍ରମଣ କରିବା ପାଇଁ।

ଗୀତସଂହିତା 10:3

ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷଯରେ ଗର୍ବ ଅନୁଭବ କରନ୍ତି ଓ ସହେି ଲୋଭୀ ଲୋକମାନେ ପରମେଶ୍ବରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାଯରେ ସହେି ମନ୍ଦ ଲୋକମାନେ ଦଖାଇେ ଦବୋକୁ ଚାହାଁନ୍ତି ସମାନେେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।

ଯିଶାଇୟ 66:5

ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।

ମୀଖା 3:11

ୟିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନଇେ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନଇେ ଶିକ୍ଷା ଦିଅନ୍ତି ଓ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାୟ୍ଯ ପାଇଁ ଆଶା କରନ୍ତି। ସମାନେେ ମଧ୍ଯ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠା ରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।

Interlinear

Choose Theme