Home Bibles ☰ Books ପ୍ରଥମ ଶାମୁୟେଲ 17:40 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:40 · ଓଡ଼ିଆ ବାଇବେଲ

ଦାଉଦ ଆପଣା ୟଷ୍ଟି ହାତ ରେ ଧରି ନଦୀରକ୍ସ୍ଟ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେ ସଗେୁଡିକୁ ନିଜର ମଷେପାଳକ ଥଳି ମଧିଅରେ ରଖିଲେ। ନିଜ ହାତ ରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକକ୍ସ୍ଟ ଗଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 3:31

ଏହୂଦ୍ଙ୍କ ପରେ ଇଶ୍ରାୟେଲମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗାର, ଅନାତର ପକ୍ସ୍ଟତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କକ୍ସ୍ଟ ଗୋକଣ୍ଟକ ପଞ୍ଚମ ଦ୍ବାରା ହତ୍ଯା କଲେ। ସେ ଇଶ୍ରାୟେଲକକ୍ସ୍ଟ ମଧ୍ଯ ରକ୍ଷା କଲେ।

ବିଚାରକର୍ତାମାନଙ୍କ ବିବରଣ 7:16

ଏହାପରେ ଗିଦ୍ଦିୟୋନ ସହେି 300 ସୈନ୍ଯଙ୍କକ୍ସ୍ଟ ତିନି ଦଳ ରେ ବିଭକ୍ତ କଲେ। ତା'ପରେ ସେ ସମାନଙ୍କେୁ ଗୋଟିଏ ଗୋଟିଏ ଶିଙ୍ଗା ଓ ଗୋଟିଏ ଗୋଟିଏ ଶକ୍ସ୍ଟନ୍ଯ ପାତ୍ର ପ୍ରେତ୍ୟକକଙ୍କକ୍ସ୍ଟ ଦେଲେ। ପ୍ରେତ୍ୟକକ ପାତ୍ର ମଧିଅରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା।

ବିଚାରକର୍ତାମାନଙ୍କ ବିବରଣ 15:15

ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।

ବିଚାରକର୍ତାମାନଙ୍କ ବିବରଣ 20:16

ଏହି ଲୋକମାନଙ୍କ ମଧିଅରେ 700ବଚ୍ଛା ଲୋକ ବାଁହାତିଆ ଥିଲେ। ଲକ୍ଷ୍ଯ ନହରାଇ ସମାନେେ ଗୋଟିଏ କେଶକକ୍ସ୍ଟ ମଧ୍ଯ ବାଟକ୍ସ୍ଟଳି ଦ୍ବାରା ମଧ୍ଯ ଲକ୍ଷ୍ଯଭଦେ କରିପାରନ୍ତି।

ମାଥିଉଲିଖିତ ସୁସମାଚାର 10:10

ଯାତ୍ରା ବେଳେ ଝୁଲା ନିଅନାହିଁ। ପିନ୍ଧିଥିବା ପୋଷାକ ଓ ୟୋତା ଛଡା ଅଧିକା ପୋଷାକ ବା ୟୋତା କି ବାଡି ନିଅନାହିଁ। ଜଣେ ସବେକ କବଳେ ନିହାତି ଆବଶ୍ଯକୀୟ ପଦାର୍ଥ ନବୋ ଉଚିତ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:27

କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।

Interlinear

Choose Theme