ସଦାପ୍ରଭୁ ହାନ୍ନା କୋଳ ରେ କୌଣସି ସନ୍ତାନ ଦଇେ ନଥିଲେ, ତେଣୁ ପନିନ୍ନା ତାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା ଏବଂ ତାକକ୍ସ୍ଟ ବିରକ୍ତି କରୁଥିଲା।
Cross references
ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ୟୌନ ସଂପର୍କ ରଖିବା ଉଚିତ୍ ନୁହେଁ।
ସେ ଆହକ୍ସ୍ଟରି ତାଙ୍କ ପିତାଙ୍କୁ କହିଲା, କିନ୍ତୁ ପ୍ରଥମେ ମାେ ପାଇଁ ଏହିପରି କର। ମାେତେ ପ୍ରଥମେ ଦକ୍ସ୍ଟଇମାସ ଏକକ୍ସ୍ଟଟିଆ ରହିବାକକ୍ସ୍ଟ ଦିଅ। ତହିଁରେ ମୁ ମାରେ ସାଙ୍ଗମାନଙ୍କ ସଙ୍ଗ ରେ ପର୍ବତମଯ ସ୍ଥାନକକ୍ସ୍ଟ ୟାଇ ନିଜର କକ୍ସ୍ଟମାରିତ୍ବ ବିଷଯ ରେ ବିଳାପ କରିବି।
ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।
ଏହି ଯୋଗୁ ଶାଉଲଙ୍କର କନ୍ଯା ମୀଖଲଙ୍କର କୌଣସି ସନ୍ତାନ ନ ଥିଲା। ସେ ମୃତକ୍ସ୍ଟ୍ଯ ପର୍ୟ୍ଯନ୍ତ ନିସନ୍ତାନ ଥିଲେ।
ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।
ଦୁଷ୍ଟଲୋକ ବନ୍ଧ୍ଯା ନାରୀକୁ ଆଘାତ କରେ। ଏବଂ ସେ ବିଧବା ନାରୀମାନଙ୍କୁ ସାହାୟ୍ଯ କରିବାକୁ ମନା କରେ।