Home Bibles ☰ Books ପ୍ରଥମ ଶାମୁୟେଲ 2:19 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 2:19 · ଓଡ଼ିଆ ବାଇବେଲ

ଆହକ୍ସ୍ଟରି ମଧ୍ଯ ତାଙ୍କର ମାତା ପ୍ରତିବର୍ଷ ଆପଣା ସ୍ବାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମକ୍ସ୍ଟଯଲେ ପାଇଁ ଗୋଟିଏ ସାନ କୋଟ୍ ବନାଇଥିବା, ତାହା ସେ ତାଙ୍କ ପାଖକକ୍ସ୍ଟ ଆଣିବେ।

Cross references

ଯାତ୍ରା ପୁସ୍ତକ 23:14

ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।

ପ୍ରଥମ ଶାମୁୟେଲ 1:3

ପ୍ରତିବର୍ଷ ଇଲ୍କାନା ତା'ର ନିଜ ସହର ରାମାକକ୍ସ୍ଟ ଛାଡି ଶୀଲୋକକ୍ସ୍ଟ ଯାଉଥିଲା, ଶୀଲୋ ରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସଠାେକକ୍ସ୍ଟ ଯାଉଥିଲା। ଯେଉଁ ସ୍ଥାନ ରେ ଇଲୀହର ଦକ୍ସ୍ଟଇ ପକ୍ସ୍ଟତ୍ର ଧର୍ମଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।

ପ୍ରଥମ ଶାମୁୟେଲ 1:21

ଏହାପରେ ଇଲ୍କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ।

Interlinear

Choose Theme