Home Bibles ପ୍ରଥମ ଶାମୁୟେଲ 1:8 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 1:8 · ଓଡ଼ିଆ ବାଇବେଲ

ତା'ର ସ୍ବାମୀ ଇଲକାନା ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ କାହିଁକି କାନ୍ଦକ୍ସ୍ଟଛ? ତୁମ୍ଭେ କାହିଁକି କିଛି ଖାଉନାହଁ? ତୁମ୍ଭେ କାହିଁକି ଦକ୍ସ୍ଟଃଖିତ। ମୁ ତୁମ୍ଭର ସ୍ବାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁ ତକ୍ସ୍ଟମ୍ଭ ପାଇଁ ତୁମ୍ଭର ଦଶ ଜଣ ପକ୍ସ୍ଟତ୍ର ପାଇବା ସକ୍ଷମ।

Cross references

ରୂତର ବିବରଣ 4:15

ବୃଦ୍ଧାବସ୍ଥା ରେ ସେ ତୁମ୍ଭକୁ ସାନ୍ତ୍ବନା ଦବେ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ ରମେ କରିବ।

ଦିତୀୟ ଶାମୁୟେଲ 12:16

ଦାଉଦ ବାଳକ ନିମନ୍ତେ ପରମେଶ୍ବରଙ୍କ ନିକଟରେ ନିବଦନେ କଲେ ଓ ଦାଉଦ ଉପବାସ କଲେ ଓ ଭିତ ରେ ୟାଇ ରାତ୍ରିୟାକ ଭୂମି ଉପରେ ପଡି ରହିଲେ।

ଦିତୀୟ ରାଜାବଳୀ 8:12

ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?

ଆୟୁବ ପୁସ୍ତକ 6:14

ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।

ଗୀତସଂହିତା 43:4

ମୁଁ ପରମେଶ୍ବରଙ୍କ ୟଜ୍ଞବଦେୀ ନିକଟକୁ ଆସିବି। ମୁଁ ପରମେଶ୍ବରଙ୍କ ନିକଟକୁ ୟିବି, ୟିଏ ମାେତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ଏହି ବୀଣା ବାଦ୍ଯୟନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ଯିଶାଇୟ 54:1

ହେ ବନ୍ଧ୍ଯା, ଅପ୍ରସୂତି ନାରୀ ! ତୁମ୍ଭେ ଗାନ କର। ହେ ଗର୍ଭବଦନୋରହିତ ନାରୀ ! ତୁମ୍ଭେ ଉଚ୍ଚସ୍ବର ରେ ଗାନକରି ଆନନ୍ଦଧ୍ବନି କର। କାରଣ ସଦାପ୍ରଭୁ କୁହନ୍ତି, ବିବାହିତା ଭାର୍ୟ୍ଯାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।

ଯିଶାଇୟ 54:6

କାରଣ ତୁମ୍ଭ ପରମେଶ୍ବର କୁହନ୍ତି, ତ୍ଯକ୍ତା ଓ ମନୋଦୁଃଖିନୀ ଭାର୍ୟ୍ଯା କିମ୍ବା ୟୌବନକାଳୀନ ପରିତ୍ଯକ୍ତା ଭାର୍ୟ୍ଯାପରି ସଦାପ୍ରଭୁ ତୁମ୍ଭକୁ ଆହ୍ବାନ କରିଅଛନ୍ତି।

ଯୋହନଲିଖିତ ସୁସମାଚାର 20:13

ସମାନେେ ମରିୟମଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?

ଯୋହନଲିଖିତ ସୁସମାଚାର 20:15

ଯୀଶୁ ତାହାଙ୍କୁ ପଚାରିଲେ, ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖାଜେୁଛ?

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:14

ପରସ୍ପର ଶାନ୍ତି ରେ ରୁହ। ଯେଉଁମାନେ କାମ କରୁ ନାହାଁନ୍ତି, ଭାଇ ଓ ଭଉଣୀମାନେ, ସମାନଙ୍କେୁ ସତର୍କ କରିଦିଅ। ଯେଉଁମାନେ ଭୟ ରେ ଅଛନ୍ତି, ସମାନଙ୍କେୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାୟ୍ଯ କର। ପ୍ରେତ୍ୟକକ ଲୋକ ପାଇଁ ର୍ଧୈୟ୍ଯବାନ ହୁଅ।

Interlinear

Choose Theme