Home Bibles ପ୍ରଥମ ଶାମୁୟେଲ 1:4 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 1:4 · ଓଡ଼ିଆ ବାଇବେଲ

ପ୍ରେତ୍ୟକକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରକ୍ସ୍ଟ କିଛି ଅଂଶ ତା'ର ସ୍ତ୍ରୀ ପନିନ୍ନା ଏବଂ ତା'ର ସମସ୍ତ ପକ୍ସ୍ଟତ୍ରଗଣ ଓ କନ୍ଯାମାନଙ୍କୁ ଦେଉଥିଲା।

Cross references

ଲେବୀୟ ପୁସ୍ତକ 3:4

ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାଶର୍‌ବବର୍ତ୍ତୀ ମଦେ ଓ ୟକୃତର ଉପରିସ୍ଥ ଅନ୍ତ୍ରପ୍ଲାବକ ନବେ।

ଲେବୀୟ ପୁସ୍ତକ 7:15

ମଙ୍ଗଳାର୍ଥକ ବଳି ପ୍ରଭୁଙ୍କ ଧନ୍ଯବାଦର ବଳି ରୂପେ ଉତ୍ସର୍ଗ କରାୟାଏ। ସହେି ବଳିର ମାଂସ ସହେି ଉତ୍ସର୍ଗ ଦିନ ରେ ଭୋଜନ କରାୟିବ। ତହିଁରୁ କୌଣସି ମାଂସ ପରଦିନ ପ୍ରାତଃକାଳ ପର୍ୟ୍ଯନ୍ତ ରହିବ ନାହିଁ।

ଦିତୀୟ ବିବରଣ 12:5

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।

ଦିତୀୟ ବିବରଣ 12:17

କେତକେ ଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ ଯେଉଁଠା ରେ ତୁମ୍ଭମାନେେ ବାସ କରିବ, ସଗେକ୍ସ୍ଟଡିକ ହେଲା, ଯଥା:ଆପଣା ଶସ୍ଯର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମଷୋଦିର ପ୍ରଥମଜାତ କିମ୍ବା ତକ୍ସ୍ଟମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ଯ କିଅବା ତକ୍ସ୍ଟମ୍ଭ ସ୍ବେଛାଦତ୍ତ ନବୈେଦ୍ଯ, କି ତକ୍ସ୍ଟମ୍ଭ ହସ୍ତର ଉତ୍ତୋଳନୀଯ ଉପହାର।

ଦିତୀୟ ବିବରଣ 16:11

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣଯ କରିବେ, ସହେି ସ୍ଥାନ ରେ ତାଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର ତୁମ୍ଭର କନ୍ଯା ଓ ତୁମ୍ଭର ଦାସ ଦାସୀ, ତକ୍ସ୍ଟମ୍ଭ ନଗର ଦ୍ବାରର ଲବେୀୟ ଲୋକ ଓ ତକ୍ସ୍ଟମ୍ଭ ମଧିଅରେ ଥିବା ବିଦେଶୀଯ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।

Interlinear

Choose Theme