Home Bibles ☰ Books ପ୍ରଥମ ଶାମୁୟେଲ 1:23 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 1:23 · ଓଡ଼ିଆ ବାଇବେଲ

ତା'ପରେ ତା'ର ସ୍ବାମୀ ଇଲ୍କାନା ତାକକ୍ସ୍ଟ କହିଲା, ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନପାନ ତ୍ଯାଗ କରାଇବା ପର୍ୟ୍ଯନ୍ତ ଏଠା ରେ ରକ୍ସ୍ଟହ। ସଦାପ୍ରଭୁ ତାଙ୍କର ବାକ୍ଯ ପୂର୍ଣ କରନ୍ତକ୍ସ୍ଟ । ତେଣୁ ସହେି ସ୍ତ୍ରୀ ଆପଣା ପକ୍ସ୍ଟତ୍ରକକ୍ସ୍ଟ ସ୍ତନପାନ ତ୍ଯାଗ କରିବା ପର୍ୟ୍ଯନ୍ତ ଗୃହ ରେ ରହିଲା ଓ ପିଲାର ଦଖାେଗ୍ଭହାଁ କଲା।

Cross references

ଆଦି ପୁସ୍ତକ 21:7

କୌଣସି ଲୋକ ଚିନ୍ତା କଲନୋହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଦନ୍ମ ଦବେି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧବସ୍ଥା ରେ ଏକ ପୁତ୍ର ଦଲେି।

ଗଣନା ପୁସ୍ତକ 30:7

ପୁଣି ତା'ର ସ୍ବାମୀ ତାହା ଶୁଣି କୌଣସି ଅଭିଯୋଗ ନକରେ, ତବେେ ତା'ର ପ୍ରତିଜ୍ଞା ପାଳନ ହବେ ଓ ସେ କରିଥିବା ଶପଥ ପାଳନ କରାୟିବ।

ଗଣନା ପୁସ୍ତକ 30:8

ମାତ୍ର ଯଦି ତା'ର ସ୍ବାମୀ ଏ ବିଷଯ ରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତା'କୁ ପାଳନ କରିବାକୁ ବାରଣ କରେ, ତବେେ କରାୟାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।

ଗଣନା ପୁସ୍ତକ 30:12

ମାତ୍ର ତା'ର ସ୍ବାମୀ ଯଦି ଶୁଣିବା ପରେ ତାକୁ ଅସ୍ବୀକାର କରେ, ତବେେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନଇେଥିବା ଶପଥସବୁ ବାତିଲ ହାଇଯେିବ। ତା'ର ସ୍ବାମୀ ପ୍ରତିଜ୍ଞା ଭଂଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ।

ପ୍ରଥମ ଶାମୁୟେଲ 1:17

ତହିଁରେ ଏଲି ଉତ୍ତର ଦେଲେ, ଶାନ୍ତି ରେ ୟାଅ, ଯାହା ତୁମ୍ଭେ ପରମେଶ୍ବରଙ୍କଠା ରେ ମାଗିଲ, ଇଶ୍ରାୟେଲର ପରମେଶ୍ବର ତୁମ୍ଭର ମନସ୍କାମନା ପକ୍ସ୍ଟରଣ କରନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 14:36

ଶାଉଲ କହିଲେ, ଗ୍ଭଲ! ଆଜି ରାତ୍ରି ରେ ପଲେଷ୍ଟୀୟମାନଙ୍କ ପଛ ରେ ୟିବା। ଆମ୍ଭେ ତାଙ୍କର ସର୍ବସ୍ବ ଲକ୍ସ୍ଟସ୍ଖନ କରିବା, ସମାନଙ୍କେୁ ହତ୍ଯା କରିବା।

ପ୍ରଥମ ଶାମୁୟେଲ 14:40

ତା'ପରେ ଶାଉଲ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଗୋଟିଏ କଡ ରେ ଛିଡା ହକ୍ସ୍ଟଅ। ମୁ ଏବଂ ମାେ ପକ୍ସ୍ଟଅ ଯୋନାଥନ ଅନ୍ୟ ପାଶର୍‌ବ ରେ ଛିଡା ହେଉଛକ୍ସ୍ଟ।

ଦିତୀୟ ଶାମୁୟେଲ 7:25

ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ତୁମ୍ଭର ଦାସ ବିଷଯ ରେ ଓ ତାହାର ପରିବାର ବିଷଯ ରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମାରେ ପରିବାରକକ୍ସ୍ଟ ଗୋଟିଏ ରାଜ ବଂଶ ରେ ପ୍ରତିଷ୍ଠା କର।

ପ୍ରଥମ ରାଜାବଳୀ 3:21

ପରଦିନ ପ୍ରଭାତ ରେ ମୁଁ ଯେତବେେଳେ ମାରେ ସନ୍ତାନକୁ ସ୍ତନପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମାରେସନ୍ତାନ ନୁହେଁ।

ଗୀତସଂହିତା 22:9

ହେ ପରମେଶ୍ବର, ସତ୍ଯ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ୟାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ। ତୁମ୍ଭେ ମାରେ ଯତ୍ନ ନଇେଛ, ଯେଉଁଦିନରୁ ମୁଁ ଜନ୍ମଲାଭ କରିଛି। ତୁମ୍ଭେ ମାେତେ ସୁରକ୍ଷା ତଥା ବିଶ୍ବାସ ପ୍ରଦାନ କରିଛ, ୟବେେଠୁଁ ମୁଁ ଏକ େଛାଟ ପିଲା ଥିଲି।

ଯିଶାଇୟ 44:26

ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।

ମାଥିଉଲିଖିତ ସୁସମାଚାର 24:19

ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳ ରେ ଶିଶୁଟିଏ ଥିବ ସମାନେେ ଏହି ସମୟରେ ବହୁତ କଷ୍ଟ ଭୋଗିବେ।

ଲୂକଲିଖିତ ସୁସମାଚାର 11:27

ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।

Interlinear

Choose Theme