Home Bibles ପିତରଙ୍କ ପ୍ରଥମ ପତ୍ 3:5 · ଓଡ଼ିଆ ବାଇବେଲ
ପିତରଙ୍କ ପ୍ରଥମ ପତ୍ 3:5 · ଓଡ଼ିଆ ବାଇବେଲ

ବହୁ ପୂର୍ବରୁ ପରମେଶ୍ବରଙ୍କୁ ଅନୁସରଣ କରୁଥିବା ପବିତ୍ର ମହିଳାମାନଙ୍କ ପ୍ରତି ଏହା ହିଁ ଘଟିଥିଲା। ଏହିପରି ଭାବରେ ସମାନେେ ନିଜକୁ ସୁନ୍ଦର କରି ଗଢ଼ିଥିଲେ। ସମାନେେ ନିଜ ପତିମାନଙ୍କ ଅଧୀନ ରେ ଥିଲେ।

Cross references

ପ୍ରଥମ ଶାମୁୟେଲ 2:1

ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।

ହିତୋପଦେଶ 31:10

ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।

ହିତୋପଦେଶ 31:30

ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ।

ଯିରିମିୟ 49:11

ତୁମ୍ଭେ ଅନାଥମାନଙ୍କ ବିଷଯ ରେ ବ୍ଯସ୍ତ ହୁଅ ନାହିଁ। ଆମ୍ଭେ ସମାନଙ୍କେୁ ଜୀବିତ ରଖିବା। ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପ ରେ ନିର୍ଭର କରିବେ।

ଲୂକଲିଖିତ ସୁସମାଚାର 2:37

ତା'ପରେ ତାହାଙ୍କର ସ୍ବାମୀ ମରିଗଲେ ଓ ସେ ବିଧବା ହାଇେ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହାଇେଥିଲା। ହାନ୍ନା ସବୁବେଳେ ମନ୍ଦିର ରେ ରହୁଥିଲେ। କବେେ ହେଲେ ସେ ମନ୍ଦିର ଛାଡି ଯାଇ ନଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ବରଙ୍କ ଉପାସନା କରୁଥିଲେ।

ଲୂକଲିଖିତ ସୁସମାଚାର 8:2

କେତକେ ସ୍ତ୍ରୀଲୋକ ମଧ୍ଯ ତାହାଙ୍କ ସାଙ୍ଗ ରେ ଥିଲେ। ସମାନଙ୍କେୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସମାନଙ୍କେ ମଧ୍ଯରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତଟି ଭୁତ ବାହାର କରା ଯାଇଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:14

ପ୍ ରରେିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ଯ ରେ ଏକମନ ହାଇେ ନିରନ୍ତର ପ୍ରାର୍ଥନା କରୁଥିଲେ। ସମାନଙ୍କେ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:36

ଟାବୀଥା ନାମକ ଜଣେ ଶିଷ୍ଯା ଯାଫୋ ନଗର ରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:10

ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 2:15

କିନ୍ତୁ ସ୍ତ୍ରୀମାନେ ସନ୍ତନା ପ୍ରସବ କରିବା ଦ୍ବାରା ପରିତ୍ରାଣ ପାଇବେ। ସମାନେେ ନିରନ୍ତର ବିଶ୍ବାସ, ପ୍ ରମେ, ପବିତ୍ରତା ଓ ଆତ୍ମସଂୟମ ସହିତ ଜୀବନଯାପନ କଲେ, ମୁକ୍ତି ପାଇବେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:5

ଯଦି ଜଣେ ବିଧବା ପ୍ରକୃତ ରେ ଏକୁଟିଆ ଓ ନିରାଶା ରେ ରହିଥାଏ, ତା' ହେଲେ ସେ ତା' ପ୍ରତି ପରମେଶ୍ବରଙ୍କର ସାହାୟ୍ଯ ଉପରେ ଭରସା କରେ। ସହେି ବିଧବାଟି ରାତିଦିନ ପରମେଶ୍ବରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାୟ୍ଯ ପାଇଁ ଅନୁ ରୋଧ କରେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:10

ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।

ତୀତସଙ୍କ ପ୍ରତି ପତ୍ର 2:3

ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।

ଏବ୍ରୀ 11:11

ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।

ପିତରଙ୍କ ପ୍ରଥମ ପତ୍ 3:2

ତୁମ୍ଭ ପତି ଦେଖିବେ ଯେ ତୁମ୍ଭେ ପବିତ୍ର ଜୀବନ ଯାପନ କରୁଛ, ପରମେଶ୍ବରଙ୍କୁ ସମ୍ମାନ ଦେଉଛ।

Interlinear

Choose Theme