କେତକେ ସ୍ତ୍ରୀଲୋକ ମଧ୍ଯ ତାହାଙ୍କ ସାଙ୍ଗ ରେ ଥିଲେ। ସମାନଙ୍କେୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସମାନଙ୍କେ ମଧ୍ଯରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା'ଠାରୁ ସାତଟି ଭୁତ ବାହାର କରା ଯାଇଥିଲା।
Cross references
କିଛି ଦୁର ରେ ଅନକେ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନବୋ ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ।
କେତକେ ସ୍ତ୍ରୀଲୋକ କୃଶଠାରୁ କିଛି ଦୂର ରେ ଠିଆ ହାଇେ ଦେଖୁଥିଲେ। ସମାନଙ୍କେ ମଧିଅରେ ମଗ୍ଦଲୀନ ସହରରୁ ଆସିଥିବା ମରିୟମ, ଶ ଲୋମୀ, ଯାକୁବ ଓ ୟୋସିଙ୍କ ମାଆ ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।
ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମାଆ ମରିୟମ ଓ ଶ ଲୋମୀ ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତଲେ ଆଣିଲେ।
ସପ୍ତାହର ପ୍ରଥମ ଦିନର ବଡି ସକାଳୁ ଯୀଶୁ ମୃତ୍ଯୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରୀୟମଙ୍କ ନିକଟରେ ନିଜକୁ ଦଖାେ ଦେଲେ। ଅତୀତ ରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତଟି ଭୂତଙ୍କୁ ତଡି ଦଇେଥିଲେ।
ଯୀଶୁ ତା'କୁ ପଚାରିଲେ, ତୋର ନାମ କ'ଣ?
ବହୁ ସଂଖ୍ଯା ରେ ଲୋକେ ଯୀଶୁଙ୍କ ପେଛ ପେଛ ଗଲେ। କେତକେ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସମାନେେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।
ଯୀଶୁଙ୍କର ଅନ୍ତରଙ୍ଗ ବନ୍ଧୁମାନେ ସଠାେରେ ଉପସ୍ଥିତ ଥିଲେ। ତା'ଛଡା ଯୀଶୁଙ୍କୁ ଗାଲିଲୀରୁ ଅନୁସରଣ କରି ଆସିଥିବା ଅନକେ ସ୍ତ୍ରୀ ଲୋକ ସଠାେରେ ଥିଲେ। ସମାନେେ କୃଶଠାରୁ ଦୂର ରେ ଠିଆ ହାଇେ ଏସବୁ ଦେଖୁଥିଲେ।
ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସମାନେେ ୟୋ ସଫଙ୍କେ ପେଛ ପେଛ ଗଲେ। ସମାନେେ ଯାଇ କବରଟି ଦେଖିଲେ। । ଭିତ ରେ ଯେଉଁ ସ୍ଥାନ ରେ ଶରୀରଟି ରଖାଗଲା, ସହେି ସ୍ଥାନଟି ମଧ୍ଯ ସମାନେେ ଦେଖିଲେ।
ଯୀଶୁଙ୍କର ମା' ତାହାଙ୍କ କୃଶ ନିକଟରେ ଠିଆ ହାଇେଥିଲେ, ସଠାେରେ ତାହାଙ୍କର ମାଉସୀ, କ୍ ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ଯ ଠିଆ ହାଇେଥିଲେ।
ପ୍ ରରେିତମାନେ ସମସ୍ତେ ଏକାଠି ଥିଲେ ଓ ଗୋଟିଏ ଉଦ୍ଦେଶ୍ଯ ରେ ଏକମନ ହାଇେ ନିରନ୍ତର ପ୍ରାର୍ଥନା କରୁଥିଲେ। ସମାନଙ୍କେ ସହିତ କେତେ ଜଣ ସ୍ତ୍ରୀଲୋକ, ଯୀଶୁଙ୍କ ମାତା ମରିୟମ ଓ ଯୀଶୁଙ୍କର ଭାଇମାନେ ମଧ୍ଯ ଥିଲେ।