Home Bibles ମାର୍କଲିଖିତ ସୁସମାଚାର 14:65 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:65 · ଓଡ଼ିଆ ବାଇବେଲ

ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।

Cross references

ଗଣନା ପୁସ୍ତକ 12:14

ସଦାପ୍ରଭୁ ମାଶାଙ୍କେୁ କହିଲେ, ଯଦି ତା'ର ପିତା ତା'ର ମୁଁହ ରେ ଛପେ ପକାଇଥାନ୍ତା, ସେ କ'ଣ ସାତଦିନ ଲଜ୍ଜିତା ହାଇେ ନ ଥାନ୍ତା? ତେଣୁ ସେ ସାତଦିନ ପର୍ୟ୍ଯନ୍ତ ଛାଉଣୀ ବାହା ରେ ଅନ୍ୟମାନଙ୍କଠାରୁ ହାଇେ ରହୁ, ତା'ପରେ ସେ ଛାଉଣୀ ଭିତରକୁ ଆସିପାରିବ।

ଏଷ୍ଟର ବିବରଣ 7:8

ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?

ଆୟୁବ ପୁସ୍ତକ 30:10

ସହେି ୟୁବକମାନେ ମାେତେ ଘୃଣା କରନ୍ତି। ମାଠାରୁେ ଦୂ ରଇେ ଛିଡ଼ା ହୁଅନ୍ତି ଏବଂ ସମାନେେ ଭାବନ୍ତି ମାେ'ଠାରୁ ବହୁତ ଭଲ ଏପରିକି ସମାନେେ ମାେ ମୁହଁ ରେ ଛପେ ପକାନ୍ତି।

ଯିଶାଇୟ 50:6

ମୁଁ ପ୍ରହାରକ ଦବୋ ପାଇଁ ମାରେପିଠି ଦଖାଇେ ଦବେି, ମାରେ ଦାଢ଼ି ଉପାଡ଼ିବା ପାଇଁ ମାରେ ଗାଲ ଦଖାଇେ ଦବେି, ପୁଣି ଅପମାନିତ ହବୋକୁ ଛପେ ପକାଇବାକୁ ମାରେ ମୁହଁ ଲୁଚାଇବି ନାହିଁ।

ଯିଶାଇୟ 52:14

ଅନକେ ଆମ୍ଭର ସବେକକୁ ଦେଖି ବିବ୍ରତ ହବେେ। କାରଣ ତାଙ୍କର ଆକୃତି ମନୁଷ୍ଯ ଆକୃତିଠାରୁ ଏପରି ବିକୃତ ହବେ ଯେ ତାଙ୍କୁ ଅନକେ ମନୁଷ୍ଯ ବୋଲି ଚିହ୍ନିବେ ନାହିଁ।

ଯିଶାଇୟ 53:3

ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।

ମୀଖା 5:1

ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।

ମାଥିଉଲିଖିତ ସୁସମାଚାର 26:67

ତା'ପରେ ସଠାେରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛପେ ପକାଇଲେ, ବିଧା ମାରିଲେ। କେତକେ ଲୋକ ଚାପୁଡ଼ା ମାରିଲେ।

ମାର୍କଲିଖିତ ସୁସମାଚାର 10:34

ସମାନେେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛପେ ପକାଇବେ। ତାହାଙ୍କୁ କୋରଡା ରେ ପିଟିବେ ଓ ଶଷେ ରେ ମାରି ପକାଇବେ। କିନ୍ତୁ ମୃତ୍ଯୁଠାରୁ ତୃତୀୟ ଦିନ ରେ ସେ ପୁନରୁତ୍ଥାନ ହବେେ।

ମାର୍କଲିଖିତ ସୁସମାଚାର 15:19

ସୈନ୍ଯମାନେ ଯୀଶୁଙ୍କ ମୁଣ୍ଡ ରେ ବାରମ୍ବାର ବତେ ରେ ଆଘାତ କଲେ। ତାହାଙ୍କ ଉପରେ ଛପେ ପକାଇଲେ। ଆଣ୍ଠୁମାଡି ବସି ତାହାଙ୍କୁ ପ୍ରଣାମ କଲେ।

ଲୂକଲିଖିତ ସୁସମାଚାର 22:63

କେତକେ ଲୋକ ଯୀଶୁଙ୍କୁ ଜଗିଥିଲେ। ସମାନେେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସମାନଙ୍କେୁ ଦେଖି ନପାରନ୍ତି, ଏଥିପାଇଁ ସମାନେେ ତାହାଙ୍କ ମୁହଁ ଘୋଡାଇ ଦେଲେ।

ଯୋହନଲିଖିତ ସୁସମାଚାର 18:22

ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, ତୁମ୍ଭେ ମହାୟାଜକଙ୍କୁ ସପରେି ଉତ୍ତର ଦବୋ ଉଚିତ ନୁହେଁ।

ଯୋହନଲିଖିତ ସୁସମାଚାର 19:3

ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, ହେ! ଯିହୂଦୀମାନଙ୍କ ରାଜା। ସମାନେେ ଯୀଶୁଙ୍କୁ ଚାପୁଡା ମାରିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:2

ଏହା ଶୁଣି ମହାୟାଜକ ହନାନିୟ ତାହାଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନଙ୍କୁ ତାହାଙ୍କ ମୁହଁ ରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ।

ଏବ୍ରୀ 12:2

ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ। ଆମ୍ଭ ବିଶ୍ବାସର ନେତା ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ବାସକୁ ସିଦ୍ଧ କରନ୍ତି। ସେ କୃଶ ଉପରେ ମୃତ୍ଯୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କୃଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ବର ତାହାଙ୍କ ସମ୍ମୁଖ ରେ ଯେଉଁ ଆନନ୍ଦର ଲକ୍ଷ୍ଯ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ବରଙ୍କ ସିଂହାସନର ଡାହାଣ ରେ ବସିଛନ୍ତି।

Interlinear

Choose Theme