ପ୍ରଥମ ବଂଶାବଳୀ 11:7 · ଓଡ଼ିଆ ବାଇବେଲ
ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
Cross references
ଦିତୀୟ ଶାମୁୟେଲ 5:7
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।
ପ୍ରଥମ ବଂଶାବଳୀ 11:5
ୟିବୂଷ ରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନଗର ମଧିଅରେ ପ୍ରବେଶ କରିପାରିବ ନାହିଁ। କିନ୍ତୁ ଦାଉଦ ସମାନଙ୍କେୁ ପରାସ୍ତ କରି ଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମ ରେ ଜଣାଗଲା।
ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।