ପୁଣି ସଦାପ୍ରଭୁ ଶ ଲୋମନକୁ ପ୍ରତିଜ୍ଞାନୁସା ରେ ଜ୍ଞାନ ଦେଲେ ଆଉ ହୀରମ ଓ ଶଲୋମନଙ୍କ ମଧିଅରେ ସନ୍ଧି ହେଲା ଓ ସେ ଦୁ ହେଁ ପରସ୍ପର ଚୁକ୍ତି କଲେ।
Cross references
ତେଣୁ ଅବ୍ରହାମ ଏବଂ ଅବିମଲକେ ବରେଶବୋଠା ରେ ଏକ ଚୁକ୍ତି କଲେ। ଏହାପରେ ଅବିମଲକେ ଏବଂ ତାଙ୍କର ସନୋପତି ପଲେଷ୍ଟୀୟ ଦେଶକୁ ଫରେିଗଲେ।
ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦବୋକୁ ଯାଉଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦବୋ ଯେ, ଅତୀତ ରେ ତୁମ୍ଭ ସମାନ କହେି ନ ଥିଲେ କି ଭବିଷ୍ଯତ ରେ କହେି ହବେେ ନାହିଁ।
ପରମେଶ୍ବର ଶ ଲୋମନଙ୍କୁ ଅତିଶଯ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା।
ଆସା ଏହିବାର୍ତ୍ତା ପଠାଇଲେ କହିଲେ, ମାରେ ପିତା ଓ ତୁମ୍ଭ ମଧିଅରେ ଶାନ୍ତିର ଚୁକ୍ତି ହାଇେଥିଲା। ବର୍ତ୍ତମାନ ମୁଁ ମଧ୍ଯ ତୁମ୍ଭ ସହିତ ସହେି ଶାନ୍ତିର ଚୁକ୍ତି ଗ୍ଭ ହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭଟେି ପଠାଉଛି। ଦୟାକରି ଇଶ୍ରାୟେଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମାେ ରାଜ୍ଯ ଛାଡି ଗ୍ଭଲିୟିବ।
ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ରେ ପୂର୍ଣ୍ଣ କରିବା। ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ଯତ ରେ ମଧ୍ଯ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।
ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।
ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ।
ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।
ଶ ଲୋମନଙ୍କର ପରମଗୀତର ଗୀତଗୁଡ଼ିକ।
ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ କରିଥିଲେ। ଆଉ ମଧ୍ଯ ସମାନେେ ସମଗ୍ର ଜାତିକୁ ନଇଗେଲେଏବଂ ସମାନଙ୍କେୁ କ୍ରୀତଦାସ ରୂପେ ଇଦୋମକୁ ପ୍ ରରଣେ କରିଥିଲେ। ସମାନେେ ଇଶ୍ରାୟେଲୀୟମାନଙ୍କ ସହିତ ବନ୍ଧୁତ୍ବ ଚୁକ୍ତିକୁ ମନେ ପକାଇ ନଥିଲେ।
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।