ଆସା ଏହିବାର୍ତ୍ତା ପଠାଇଲେ କହିଲେ, ମାରେ ପିତା ଓ ତୁମ୍ଭ ମଧିଅରେ ଶାନ୍ତିର ଚୁକ୍ତି ହାଇେଥିଲା। ବର୍ତ୍ତମାନ ମୁଁ ମଧ୍ଯ ତୁମ୍ଭ ସହିତ ସହେି ଶାନ୍ତିର ଚୁକ୍ତି ଗ୍ଭ ହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭଟେି ପଠାଉଛି। ଦୟାକରି ଇଶ୍ରାୟେଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମାେ ରାଜ୍ଯ ଛାଡି ଗ୍ଭଲିୟିବ।
Cross references
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।
ତୁମ୍ଭର ପିତା ଓ ମାରେ ପିତାଙ୍କ ମଧିଅରେ ଯେପରି ଚୁକ୍ତି ସ୍ବାକ୍ଷର ହାଇେଥିଲା, ଆମ୍ଭ ମଧିଅରେ ମଧ୍ଯ ସହେିଭଳି ଚୁକ୍ତି ହେଉ। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଉଛି। ବର୍ତ୍ତମାନ ତୁମ୍ଭେ ଇଶ୍ରାୟେଲର ରାଜା ବାଶା ସହିତ ତୁମ୍ଭର ଚୁକ୍ତି ଭଙ୍ଗ କର, ତବେେ ସେ ମାେତେ ଏକା ଛାଡ଼ି ଚାଲିୟିବ ଓ ମାେତେ ଆଉ ବ୍ଯସ୍ତ କରିବ ନାହିଁ।
ସହେି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାୟ୍ଯ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେ ହତେୁ ତୁମ୍ଭେ ସାହାୟ୍ଯ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ଯଦଳ ତୁମ୍ଭଠାରୁ ଖସି ପଳାଇଗଲେ।
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।
ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।
ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।
ସମାନେେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ । ସମାନେେ ମୂର୍ଖ ସମାନେେ ନିଜର କଥା ରଖନ୍ତି ନାହିଁ ଓ ସମାନେେ ଅନ୍ୟ ଲୋକମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତି ନାହିଁ।
ଏହି ସମାନ କଥା କହିବା ହେଲା, ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା' ଦ୍ବାରା ଭଲ ଆସିବ। ଅନକେ ଲୋକ ଆମ୍ଭକୁ ସମାଲୋଚ଼ନା କରନ୍ତି ଓ ମିଛ ରେ କୁହନ୍ତି ଯେ ଆମ୍ଭେ ସହେି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସମାନେେ ଠିକ୍ ନୁହଁନ୍ତି ଓ ସମାନଙ୍କେୁ ଦଣ୍ଡ ଦବୋ ଉଚ଼ିତ।