ପ୍ରଥମ ରାଜାବଳୀ 5:13 · ଓଡ଼ିଆ ବାଇବେଲ
ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ଯ କଲେ।
Cross references
ପ୍ରଥମ ରାଜାବଳୀ 4:6
ଅହୀଶାର୍ ରାଜାଙ୍କର ପ୍ରାସାଦର ଦାଯିତ୍ବ ରେ ଥିଲେ।
ପ୍ରଥମ ରାଜାବଳୀ 9:15
ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ଯ କରିଥିଲେ। ତତ୍ପରେ ସେ ମିଲ୍ଲୋ, ୟିରୁଶାଲମର ପ୍ରାଚୀର, ହାତ୍ସୋର, ମଗିଦ୍ଦୋ ଓ ଗଷେର ନିର୍ମାଣ କରିବା ରେ ସମାନଙ୍କେୁ ମଧ୍ଯ ବ୍ଯବହାର କରିଥିଲେ।
ଦିତୀୟ ବଂଶାବଳୀ 8:8
ସମାନେେ ସହେି ଲୋକମାନଙ୍କର ଭବିଷ୍ଯତ ବଂଶଧର, ଯେଉଁମାନେ ସେ ପର୍ୟ୍ଯନ୍ତ ସହେି ଭୂମିରେ ଥିଲେ ଏବଂ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ବଧ କରାୟାଇ ନ ଥିଲେ। ଶଲୋମନ ସହେି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ଯ କଲେ। ସମାନେେ ଆଜି ପର୍ୟ୍ଯନ୍ତ କ୍ରୀତଦାସ ଅଛନ୍ତି।