Home Bibles ☰ Books ପ୍ରଥମ ରାଜାବଳୀ 20:2 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 20:2 · ଓଡ଼ିଆ ବାଇବେଲ

ତା'ପରେ ଇଶ୍ରାୟେଲର ରାଜା ଆହାବ୍ ନଗର ଭିତରକୁ ଦୂତଗଣ ପ୍ ରରଣେ କଲେ।

Cross references

ଦିତୀୟ ରାଜାବଳୀ 19:9

ପୁଣି ଅଶୂରୀଯ ରାଜା କୂଶଦେଶୀଯ ତିର୍ହକ ରାଜ ବିଷଯ ରେ ଏହି ଜନରବ ଶୁଣିଲା, ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଅଛି।

ଯିଶାଇୟ 36:2

ଅଶୂରର ରାଜା ସନ୍ ହରେୀବ ତାଙ୍କର ସନୋଧ୍ଯକ୍ଷଙ୍କୁ ଏକ ବିଶାଳ ସୈନ୍ଯବାହିନୀ ଦଇେ ଲାଖୀଶଠାରୁ ୟିରୁଶାଲମକୁ ହିଜକିଯ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାକ ନିକଟରେ ଠିଆ ହେଲା।

ଯିଶାଇୟ 37:9

ଅଶୂରର ରାଜା ଶୁଣିବାକୁ ପାଇଲେ, ରାଜା ତିହୀକ କୂଶ ଦେଶ ରେ ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସୁଛନ୍ତି, ଯେତବେେଳେ ଅଶୂରର ରାଜା ଏକଥା ଶୁଣିଲେ,

Interlinear

Choose Theme