ଅଶୂରର ରାଜା ସନ୍ ହରେୀବ ତାଙ୍କର ସନୋଧ୍ଯକ୍ଷଙ୍କୁ ଏକ ବିଶାଳ ସୈନ୍ଯବାହିନୀ ଦଇେ ଲାଖୀଶଠାରୁ ୟିରୁଶାଲମକୁ ହିଜକିଯ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାକ ନିକଟରେ ଠିଆ ହେଲା।
Cross references
ତା'ପରେ ଇଶ୍ରାୟେଲର ରାଜା ଆହାବ୍ ନଗର ଭିତରକୁ ଦୂତଗଣ ପ୍ ରରଣେ କଲେ।
ଅନନ୍ତର ଅଶୂରର ରାଜା ତାଙ୍କ ତିନିଜଣ ମୁଖ୍ଯ ସନୋଧକ୍ଷ୍ଯ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ଯ ସହିତ ୟିରୁଶାଲମ ରେ ହିଜକିଯ ରାଜା ନିକଟକୁ ପଠାଇଲେ। ତହୁଁ ସମାନେେ ଲଖୀସରୁ ୟାତ୍ରା କରି ୟିରୁଶାଲମକୁ ଆସିଲେ। ସମାନେେ ସଠାେରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
ଅଶୂରର ରାଜା ସନ୍ ହରେୀବ୍ ଓ ତାଙ୍କର ସମସ୍ତ ସୈନ୍ଯଦଳ ଲାଖୀଶ ସହର ନିକଟରେ ଛାଉଣୀ କଲେ, ଯେପରି ସମାନେେ ତାହାକୁ ଜଯ କରିପାରନ୍ତି। ଏହାପରେ ସନ୍ ହରେୀବ୍, ଯିହୁଦାର ରାଜା ହିଜକିଯ ଓ ୟିରୁଶାଲମ ରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ଯମାନଙ୍କୁ ପଠାଇଲା। ହିଜକିଯ ଓ ୟିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ ହରେୀବ୍ଙ୍କ ଭୃତ୍ଯର ଏକ ବାର୍ତ୍ତା ଥିଲା।
ତା'ପସର ସଦାପ୍ରଭୁ ଯିଶାଇୟଙ୍କୁ କହିଲଲ, ତୁମ୍ଲଭ ଓ ତୁମ୍ଭର ପୁତ୍ର ଶାର-ୟାଶୂବ ୟିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷଲତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀସର ନାଳ ମୁଣ୍ଡସର ଆହସଙ୍କୁ ଭଲଟିବ।
ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।
ଶମରିଯାର କ୍ଷତ କବେେ ପୂରଣ ହବେ ନାହିଁ। ତା'ର ପାପ ଯିହୁଦା ପର୍ୟ୍ଯନ୍ତ ବ୍ଯାପି ଅଛି। ଆଉ ମଧ୍ଯ ତାହା ମାେ ଲୋକମାନଙ୍କର ନଗରଦ୍ବାର ୟିରୁଶାଲମ ପର୍ୟ୍ଯନ୍ତ ବ୍ଯାପିଅଛି।