Home Bibles ☰ Books ପ୍ରଥମ ରାଜାବଳୀ 20:3 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 20:3 · ଓଡ଼ିଆ ବାଇବେଲ

ସହେି ବାର୍ତ୍ତା ଥିଲା, ବିନ୍ହଦଦ୍ କହନ୍ତି, 'ତୁମ୍ଭମାନେେ ତୁମ୍ଭର ସମସ୍ତ ରୂପା, ସୁନା ମାେତେ ଦବେ। ଆଉ ମଧ୍ଯ ତୁମ୍ଭର ଭାର୍ୟ୍ଯା ଓ ସନ୍ତାନମାନଙ୍କୁ ମାେତେ ଦଇଦେବେ।'

Cross references

ଯାତ୍ରା ପୁସ୍ତକ 15:9

ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ଯିଶାଇୟ 10:13

ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

Interlinear

Choose Theme