Home Bibles ଦିତୀୟ ରାଜାବଳୀ 19:9 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 19:9 · ଓଡ଼ିଆ ବାଇବେଲ

ପୁଣି ଅଶୂରୀଯ ରାଜା କୂଶଦେଶୀଯ ତିର୍ହକ ରାଜ ବିଷଯ ରେ ଏହି ଜନରବ ଶୁଣିଲା, ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଅଛି।

Cross references

ପ୍ରଥମ ଶାମୁୟେଲ 23:27

ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକକ୍ସ୍ଟ ଆସି କହିଲା, ଶ୍ରୀଘ୍ର ଆସନ୍ତକ୍ସ୍ଟ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକକ୍ସ୍ଟ ଆକ୍ରମଣ କଲଣେି।

ପ୍ରଥମ ରାଜାବଳୀ 20:2

ତା'ପରେ ଇଶ୍ରାୟେଲର ରାଜା ଆହାବ୍ ନଗର ଭିତରକୁ ଦୂତଗଣ ପ୍ ରରଣେ କଲେ।

ଦିତୀୟ ରାଜାବଳୀ 18:17

ଅନନ୍ତର ଅଶୂରର ରାଜା ତାଙ୍କ ତିନିଜଣ ମୁଖ୍ଯ ସନୋଧକ୍ଷ୍ଯ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ଯ ସହିତ ୟିରୁଶାଲମ ରେ ହିଜକିଯ ରାଜା ନିକଟକୁ ପଠାଇଲେ। ତହୁଁ ସମାନେେ ଲଖୀସରୁ ୟାତ୍ରା କରି ୟିରୁଶାଲମକୁ ଆସିଲେ। ସମାନେେ ସଠାେରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।

ଯିଶାଇୟ 18:1

ନଦୀ ଆରପାରିସ୍ଥ କୂଶଦେଶ ପ୍ରତି ଦୃଷ୍ଟି ଦିଅ। ସହେି ଦେଶ ପୋକମାନଙ୍କର ପକ୍ଷର ଶବ୍ଦ ରେ ପରିପୂର୍ଣ୍ଣ।

ଯିଶାଇୟ 37:9

ଅଶୂରର ରାଜା ଶୁଣିବାକୁ ପାଇଲେ, ରାଜା ତିହୀକ କୂଶ ଦେଶ ରେ ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସୁଛନ୍ତି, ଯେତବେେଳେ ଅଶୂରର ରାଜା ଏକଥା ଶୁଣିଲେ,

Interlinear

Choose Theme