ସହେିଦିନ ଲୋକମାନେ ସଦାପ୍ରଭୁଙ୍କ ସହିତ ଏକତ୍ର ଭୋଜନ ଓ ପାନ କରି ଅତି ଆନନ୍ଦିତ ହେଲେ।
Cross references
ଯିଥ୍ରୋପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କଲେ। ହାରୋଣ, ମାଶାେ ଓ ଇଶ୍ରାୟେଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ବରଙ୍କ ସମ୍ମୁଖ ରେ ମାଶାଙ୍କେ ଶ୍ବଶୁର ସଙ୍ଗେ ଭୋଜନ କଲେ।
ପରମେଶ୍ବର ଇଶ୍ରାୟେଲର ନେତାଗଣଙ୍କ ବିରୁଦ୍ଧ ରେ ହସ୍ତ ବିସ୍ତାର କଲେ ନାହିଁ। ସମାନେେ ସମସ୍ତେ ପରମେଶ୍ବରଙ୍କୁ ଦର୍ଶନ କଲେ। ଏବଂ ସମାନେେ ଭୋଜନ ଓ ପାନ କଲେ।
ସହେି ସ୍ଥାନ ରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପରିବାର ସଦସ୍ଯଗଣ ସଦାପ୍ରଭୁଙ୍କ ଉପସ୍ଥିତ ରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାଲ୍ଗି ହାଇେଛି ସେଥି ରେ ଆନନ୍ଦିତ ହକ୍ସ୍ଟଅ, ଯେ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଶୀର୍ବାଦ କରିଛନ୍ତି।
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।
ଉତ୍ସବ ସମୟରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର, କନ୍ଯା, ଦାସ, ଦାସୀ ନଗରଦ୍ବାରବର୍ତ୍ତୀ ଲବେୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ।
ତା'ପରେ ବତ୍ଶବୋ ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, ମାେ ମହାରାଜ ଦାଉଦ, ଦୀର୍ଘଜୀବି ହୁଅନ୍ତୁ!
ଆଉ ସଠାେରେ ଯାଜକ ସାଦୋକ ଓ ଭବିଷ୍ଯଦ୍ବକ୍ତା ନାଥନ ଶଲୋମନକୁ ଇଶ୍ରାୟେଲର ନୂତନ ରାଜା ରୂପେ ନିଶ୍ଚିଯ ଅଭିଷିକ୍ତ କରିବେ। ପୁଣି ତୁମ୍ଭମାନେେ ତୂରୀ ବଜାଇ କୁହ, 'ରାଜା ଶଲୋମନ ଦୀର୍ଘଜୀବି ହୁଅନ୍ତୁ।'
ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ଯରୁ ଶିଙ୍ଗାଏ ପବିତ୍ର ତୈଳ ନଇେ ଶଲୋମନଙ୍କୁ ଅଭିଷକେ କଲେ। ତା'ପରେ ସମାନେେ ଉଚ୍ଚ ସ୍ବର ରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ବର ରେ କହିଲେ, ରାଜା ଶଲୋମନ ଚିରଜୀବି ହୁଅନ୍ତୁ।
ପୁଣି ରାଜା ତାହାର ସ୍ଥାନ ରେ ଯିହାୟୋଦାର ପୁତ୍ର ବନାଯକୁ ସନୋପତି ପଦ ରେ ନିୟୁକ୍ତ କଲେ ଓ ଅବିଯାଥର ପଦ ରେ ସାଦୋକକୁ ଯାଜକ କରି ନିୟୁକ୍ତ କଲେ।
ଆହୁରି ମଧ୍ଯ ସମାନଙ୍କେର ପଡ଼ୋଶୀ ଇଷାଖର, ସବଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ଯ ଲଦି ସମାନଙ୍କେ ନିକଟକୁ ଆଣୁଥିଲେ। ସମାନେେ ବହୁତ ପରିମାଣ ରେ ମଇଦା, ଡ଼ିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମଷେପଲ ନଇେ ଆସୁଥିଲେ। ଇଶ୍ରାୟେଲ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ।
ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇଶ୍ରାୟେଲର ନୂତନ ରାଜା କଲେ।
ସପ୍ତମ ମାସର ତଇେଶତମ ଦିନ ରେ ଶଲୋମନ ଲୋକମାନଙ୍କୁ ସମାନଙ୍କେ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ସମାନଙ୍କେ ହୃଦଯ ଆନନ୍ଦ ରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇଶ୍ରାୟେଲ ପ୍ରତି ଅତ୍ଯନ୍ତ ମଙ୍ଗଳମଯ ହାଇେଥିଲେ।
ଏହାପରେ ସମସ୍ତ ଲୋକମାନେ ଭୋଜନପାନ କରିବାକୁ, ଉପହାର ପଠାଇବାକୁ ଓ ଆନନ୍ଦ କରିବାକୁ ଗ୍ଭଲିଗଲେ, କାରଣ ସମାନେେ ପଢିଥିବା ବାକ୍ଯର ଅର୍ଥ ବୁଝି ପାରିଲେ।
ଏପରି କହେି ଲୋକ ଅଛି କି ଯେ କହେି ମାଠାରୁେ ସୁଖୀ ହବୋ ପାଇଁ ଅଧିକ ଚେଷ୍ଟା କରିଛି।
ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନେେ ଖୁସି ରହିବା ଓ ସମାନେେ ନିଜକୁ ଉପ ଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।
ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ ଭୋଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତଳେ ମନୁଷ୍ଯ ପ୍ରତି ଆଉ କୌଣସି ଉତ୍ତମ ବିଷଯ ନାହିଁ। କାରଣ ସମାନଙ୍କେ ଜୀବନକାଳ ମଧିଅରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସମାନଙ୍କେୁ ସାହାୟ୍ଯ କରେ।
ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।
ପୁଣି ଲୋକମାନେ ଯେତବେେଳେ ଭିତରକୁ ଯିବେ ସେତବେେଳେ ଅଧିପତି ସମାନଙ୍କେ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସମାନେେ ଏକତ୍ର ବାହାରିଯିବେ।
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।