ତେଣୁ ରାଜା ଦାଉଦ ତାଙ୍କର ୟକ୍ସ୍ଟବା ସୈନିକମାନଙ୍କୁ ରେଖବ ଓ ବାନାକକ୍ସ୍ଟ ହତ୍ଯା କରିବା ପାଇଁ ଆଦେଶ ଦେଲେ। ସୈନ୍ଯମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝକ୍ସ୍ଟଲାଇ ଦେଲେ। ଏବଂ ଇଶ୍ବୋଶତ୍ର ମସ୍ତକ ନଇେ ହିବ୍ରୋଣ ରେ ଅବ୍ନର କବର ରେ କବର ଦେଲେ।
Cross references
ଯଦି କୌଣସି ବ୍ଯକ୍ତି କୌଣସି ଦୋଷ କରେ ଯାହାକି ମୃତକ୍ସ୍ଟ୍ଯଦଣ୍ତ ଯୋଗ୍ଯ ହକ୍ସ୍ଟଏ, ତାକକ୍ସ୍ଟ ହତ୍ଯା କରିୟିବା ଉଚିତ୍ ଏବଂ ତା'ର ଶରୀରକକ୍ସ୍ଟ ଗୋଟିଏ ଗଛ ରେ ଝକ୍ସ୍ଟଲାଇ ଦବୋ ଉଚିତ୍।
ଦାଉଦ ଅମାଲକେୀଯଙ୍କକ୍ସ୍ଟ କହିଲେ, ତୁମ୍ଭେ ତୁମ୍ଭର ମୃତକ୍ସ୍ଟ୍ଯ ପାଇଁ ଦାଯୀ, ତୁମ୍ଭେ ନିଜେ କହକ୍ସ୍ଟଛ ଯେ ସଦାପ୍ରଭୁଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ତୁମ୍ଭେ ହତ୍ଯା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।
ସମାନେେ ହିବ୍ରୋଣଠା ରେ ଅବ୍ନରକକ୍ସ୍ଟ କବର ଦେଲେ। ରାଜା ଦାଉଦ ମଧ୍ଯ ସେ ସ୍ଥାନ ରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହାଇେ ରୋଦନ କଲେ।
ସମାନଙ୍କେୁ ରାଜା ଗିବିଯୋନୀଯମାନଙ୍କ ହସ୍ତ ରେ ସମର୍ପଣ କଲେ। ତହକ୍ସ୍ଟଁ ସମାନେେ ପର୍ବତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେୁ ଟାଙ୍ଗି ଦେଲେ, ପକ୍ସ୍ଟଣି ସେ ସାତଜଣ ୟାକ ଏକା ବେଳେ ମରା ପଡିଲେ। ସମାନେେ ପ୍ରଥମ ଶସ୍ଯଛଦନେ ସମୟରେ ଅର୍ଥାତ୍ ୟବ ଛଦନରେ ଆରମ୍ଭ ସମୟରେ ହତ ହେଲେ।
ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।
ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।