Home Bibles ପ୍ରଥମ ରାଜାବଳୀ 12:29 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 12:29 · ଓଡ଼ିଆ ବାଇବେଲ

ରାଜା ୟାରବିଯାମ ଗୋଟିକୁ ବୈଥଲେ ରେ ଓ ଅନ୍ୟଟିକୁ ଦାନ ରେ ସ୍ଥାପନ କଲେ।

Cross references

ଆଦି ପୁସ୍ତକ 12:8

ଏହାପରେ ଅବ୍ରାମ ସହେି ସ୍ଥାନ ଛାଡ଼ି ବୈଥଲରେ ପୂର୍ବ ଆଡ଼େ ପର୍ବତକୁ ୟାଇ ନିଜର ତମ୍ବୁ ସ୍ଥାପଲ କଲେ। ସଠାେରେ ପଶ୍ଚିମ ରେ ବୈଥେଲ୍ ଓ ପୂର୍ବ ଦିଗ ରେ ଅଯ ନଗର ଥିଲା। ଏବଂ ସହେିଠା ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମ ରେ ପ୍ରାର୍ଥନା କଲେ।

ଆଦି ପୁସ୍ତକ 14:14

ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।

ଆଦି ପୁସ୍ତକ 28:19

ସହେି ସ୍ଥାନର ନାମ ଥିଲା ଲୂସ୍ କିନ୍ତୁ ଯାକୁବ ସହେି ସ୍ଥାନର ନାମ ଦେଲେ ବୌଥଲେ।

ଆଦି ପୁସ୍ତକ 35:1

ପରମେଶ୍ବର ଯାକୁବକୁ କହିଲେ, ବୈଥଲକେୁ ୟାଅ, ସଠାେରେ ବାସକର ଏବଂ ସଠାେରେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ କରିବା ପାଇଁ ଏକ ୟଜ୍ଞବଦେୀ ସ୍ଥାପନ କର। ୟିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାଯନ ବେଳେ ଆର୍ବିଭାବ ହାଇେଥିଲେ।

ଦିତୀୟ ବିବରଣ 34:1

ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।

ଯିହୋଶୂୟ 7:2

ସମାନେେ ଯିରୀହାକେକ୍ସ୍ଟ ପରାସ୍ତ କଲାପରେ, ଯିହାଶୂେୟ ଅଯକକ୍ସ୍ଟ ଲୋକ ପଠାଇଲେ। ଅଯ ବୈଥଲରେ ପୂର୍ବ ଦିଗସ୍ଥିତ ବୈଥାବନର ପାଶର୍‌ବ ରେ ଅବସ୍ଥିତ। ଯିହାଶୂେୟ ସମାନଙ୍କେୁ କହିଲେ, ଅଯକକ୍ସ୍ଟ ୟାଅ ଓ ସଠାେରେ ଅନକ୍ସ୍ଟସନ୍ଧାନ କରି ସମାନଙ୍କେର ଦୁର୍ବଳତାକକ୍ସ୍ଟ ଅନକ୍ସ୍ଟସନ୍ଧାନ କର। ତେଣୁ ଏଥି ରେ ଲୋକମାନେ ୟାଇ ଅଯ ରେ ଅନକ୍ସ୍ଟସନ୍ଧାନ କଲେ।

ବିଚାରକର୍ତାମାନଙ୍କ ବିବରଣ 18:27

ତା'ପରେ ସମାନେେ ମୀଖାର ପ୍ରତିମା ଓ ତାହାର ଯାଜକକକ୍ସ୍ଟ ଛାଡି ଲଯିଶ ରେ ପହନ୍ଚିଲେ। ସମାନେେ ସହେି ଲୋକମାନଙ୍କୁ ଆକ୍ରମଣ କଲେ, ଯେଉଁମାନେ ସଠାେରେ ଶାନ୍ତି ରେ ଓ ନିରାପଦ ରେ ବାସ କରୁଥିଲେ। ସମାନେେ ଖଡ୍ଗ ରେ ଲୋକମାନଙ୍କୁ ହତ୍ଯା କଲେ ଓ ନଗରକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲେ।

ବିଚାରକର୍ତାମାନଙ୍କ ବିବରଣ 18:29

ଯେ ହତେକ୍ସ୍ଟ ସମାନେେ ଇଶ୍ରାୟେଲର ଜଣେ ପକ୍ସ୍ଟତ୍ର ଦାନର ଭବିଷ୍ଯଦ୍ ବଂଶଧର ଥିଲେ, ସମାନେେ ସହେି ନଗରର ନାମ ଦାନ ରଖିଲେ। ମାତ୍ର ବାସ୍ତବ ରେ ସହେି ନଗରର ନାମ ଲଯିଶ ଥିଲା।

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ପ୍ରଥମ ରାଜାବଳୀ 13:4

ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।

ଦିତୀୟ ରାଜାବଳୀ 10:29

ନବାଟଙ୍କ ପୁତ୍ର ୟାରବିଯାମଙ୍କର ପାପକୁ ଯହେୂ ସମ୍ପୂର୍ଣ୍ଣ ରୂପେ ପରିତ୍ଯାଗ କଲେ ନାହିଁ, ୟିଏ ଇଶ୍ରାୟେଲର ପାପ କରିବାର କାରଣ ହାଇେଥିଲା। ଯହେୂ ମଧ୍ଯ ବୈଥଲେ ଓ ଦାନ ରେ ଥବା ସୂବର୍ଣ୍ଣ ବାଛୁରୀ ଧ୍ବଂସ କରି ପାରିଲେ ନାହିଁ।

ଦିତୀୟ ବଂଶାବଳୀ 13:8

ବର୍ତ୍ତମାନ, ତୁମ୍ଭମାନେେ ସଦାପ୍ରଭୁଙ୍କ ରାଜତ୍ବକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନଇେଅଛ ଯେଉଁ ରାଜ୍ଯ ଦାଉଦଙ୍କ ପୁତ୍ରମାନଙ୍କ ଦ୍ବାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ଯକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସହେି ସୁବର୍ଣ୍ଣ ବାଛୁରୀଗୁଡ଼ିକ ଅଛି, ଯେଉଁ ' ଦବେତାମାନଙ୍କୁ' ୟାରବିଯାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛ।

ଯିରିମିୟ 8:16

ଦାନ୍ ନଗରଠାରୁ ତାହାର ଅଶ୍ବଗଣର ନାସିକା ଧ୍ବନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ବଗଣର ହିଁ ହିଁ ଶବ୍ଦ ରେ ସମୁଦାଯ ଦେଶ କିତ ହେଉଅଛି। କାରଣ ସମାନେେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ଯସ୍ଥିତ ସକଳ ନଗର ଓ ତଦନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।

ଯିରିମିୟ 48:13

ଯେପରି ଇଶ୍ରାୟେଲ ବଂଶ ଆପଣା ବିଶ୍ବାସ ଭୂମି ବୈଥଲେ ବିଷଯ ରେ ଲଜ୍ଜିତ ହାଇେଥିଲେ, ସହେିପରି ମାଯାେବ କମାେଶ ବିଷଯ ରେ ଲଜ୍ଜିତ ହବେ।

ହୋଶେୟ 4:15

ଇଶ୍ରାୟେଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ ରେ ଶପଥ କରନାହିଁ। ' ଯେ ହତେୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।'

ଆମୋଷ 8:14

ହେ ଦାନ୍ ଯେପରି ତୁମ୍ଭର ପରମେଶ୍ବର ନିଶ୍ଚିତ ଜୀବିତ' ଓ 'ବେର୍ଶବୋର ପ୍ରଭୁ ନିଶ୍ଚିତ ଜୀବିତ, ସମାନଙ୍କେର ନିଶ୍ଚିତ ପତନ ଘଟିବ ଓ ସମାନେେ କବେେ ଉଠି ପାରିବେ ନାହିଁ।

Interlinear

Choose Theme