Home Bibles ☰ Books ଆମୋଷ 5:6 · ଓଡ଼ିଆ ବାଇବେଲ
ଆମୋଷ 5:6 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ଅନ୍ବଷେଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ୟିବ ତାହା ହେଲେ ଗୋଟିଏ ଅଗ୍ନି ସଞ୍ଚାର ହବେ ଏବଂ ସହେି ଅଗ୍ନି ଯୋଷଫଙ୍କେ ଗୃହକୁ ଧ୍ବଂସ କରିବ ଏବଂ କୌଣସି ବ୍ଯକ୍ତି ବୈଥଲ ରେ ସେ ଅଗ୍ନିକୁ ଲିଭାଇ କରିପାରିବେ ନାହିଁ।

Cross references

ଆଦି ପୁସ୍ତକ 48:8

ଏହାପରେ ଇଶ୍ରାୟେଲ ଯୋଷଫଙ୍କେର ପୁତ୍ରମାନଙ୍କୁ ଦେଖି ପଚାରିଲେ, ଏମାନେ କିଏ?

ଯାତ୍ରା ପୁସ୍ତକ 22:6

ଯଦି କୌଣସି ଲୋକ କଣ୍ଟକ ବନ ରେ ଅଗ୍ନି ସଂୟୋଗ କରେ ଓ ସହେି ଅଗ୍ନି ରେ ଯଦି କାହାର କ୍ଷତରେ ଫସଲ ବା ଶସ୍ଯଗଦା କିମ୍ବା କ୍ଷତଟେି ପୋଡି଼ ନଷ୍ଟ ହୁଏ ତବେେ ସହେି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହବେ।

ଦିତୀୟ ବିବରଣ 4:24

କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଜଣେ ଇର୍ଷାପରାଯଣ ପରମେଶ୍ବର ଏବଂ ସେ ଅଗ୍ନି ସ୍ବରୂପ ଧ୍ବଂସ କରନ୍ତି, ଯେଉଁମାନେ ଅନ୍ୟ ଦବେତାମାନଙ୍କୁ ପୂଜା କରନ୍ତି।

ଦିତୀୟ ବିବରଣ 32:22

ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।

ଯିହୋଶୂୟ 18:5

ସମାନେେ ସେ ଭୂମିକକ୍ସ୍ଟ ସାତ ଭାଗ ରେ ବାଣ୍ଟ କରିବେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷଫେର ଉତ୍ତରାଧିକାରୀଗଣ ଉତ୍ତର ରେ ସମାନଙ୍କେର ଭୂମି ପାଇବେ।

ବିଚାରକର୍ତାମାନଙ୍କ ବିବରଣ 1:22

ଯୋଷଫେର ପରିବାରବର୍ଗ ବୈଥଲହମରେ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅତୀତ ରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷଫେର ପରିବାରବର୍ଗଙ୍କ ପଟ ରେ ଥିଲେ।

ଦିତୀୟ ଶାମୁୟେଲ 19:20

ଆପଣ ଜାଣନ୍ତିସଯ ମୁ ପାପ କରିଛି।ସଯଉଁଥିପାଇଁସଯାଲଷଫର ବଂଶରକ୍ସ୍ଟ ମୁ ପ୍ରଥମ ବ୍ଯକ୍ତି, ମୁ ଆଜିସମାର ସଦାପ୍ରଭୁ ମହାରାଜାଙ୍କକ୍ସ୍ଟ ଭଲଟିବାକକ୍ସ୍ଟ ଆସିଲି।

ପ୍ରଥମ ରାଜାବଳୀ 11:28

ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।

ଦିତୀୟ ବଂଶାବଳୀ 34:25

ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ଯାଗ କରିଅଛନ୍ତି ଓ ଅନ୍ୟ ଦବେତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସହେି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ବାରା ଆମ୍ଭଙ୍କୁ କୋର୍ଧାନ୍ବିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମାରେ ନିର୍ବାପିତ ହାଇେ ପାରୁ ନ ଥିବା ଅଗ୍ନିପରି କୋରଧ ଢ଼ାଳିବା।'

ଗୀତସଂହିତା 69:33

ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି। ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।

ଯିଶାଇୟ 1:31

ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହବେେ ଏବଂ ସମାନଙ୍କେର କର୍ମ ଅଗ୍ନିକଣା ସଦୃଶ ହବେ। ସହେି ବଳବାନ୍ ଲୋକମାନେ ଓ ସମାନଙ୍କେର କର୍ମ ସବୁ ଅଗ୍ନି ରେ ପୋଡ଼ି ଦବେେ। ସହେି ଅଗ୍ନିକୁ କହେି ନିର୍ବାପିତ କରିପାରିବେ ନାହିଁ।

ଯିଶାଇୟ 55:6

ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।

Interlinear

Choose Theme