Home Bibles ☰ Books ପ୍ରଥମ ରାଜାବଳୀ 5:16 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 5:16 · ଓଡ଼ିଆ ବାଇବେଲ

ଏହା ଛଡା କର୍ମକାରୀ ଲୋକମାନଙ୍କ ଉପରେ 3 ,300 ଲୋକ ପ୍ରଧାନ କାର୍ୟ୍ଯଧ୍ଯକ୍ଷ ନିୟୁକ୍ତି ହେଲେ।

Cross references

ପ୍ରଥମ ରାଜାବଳୀ 9:23

ସମାନଙ୍କେ ମଧ୍ଯରୁ 550 ଜଣ ଶଲୋମନଙ୍କର କାର୍ୟ୍ଯର ପରିଦର୍ଶକ ଥିଲେ। ଏହି ପ୍ରଧାନ ଅଧ୍ଯକ୍ଷଗଣ ଶଲୋମନଙ୍କର ଶ୍ରମିକମାନଙ୍କ ଉପରେ କତ୍ତୃର୍ତ୍ବ କଲେ।

ଦିତୀୟ ବଂଶାବଳୀ 2:2

ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70 ,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ୟ୍ଯ କରିବା ନିମନ୍ତେ 3,600 ତଦାରଖକାରୀଙ୍କୁ ମନୋନୀତ କଲେ।

Interlinear

Choose Theme