ସେତବେେଳେ ବିନ୍ହଦଦ୍ ଆହାବ୍ଙ୍କୁ କହିଲେ, ମାରେ ପିତା ଯେଉଁ ନଗରଗୁଡିକ ତୁମ୍ଭ ପିତାଙ୍କଠାରୁ ନଇେ ଥିଲେ ମୁଁ ତୁମ୍ଭକୁ ସଗେୁଡିକ ଫରୋଇ ଦବୋକୁ ଯାଉଛି। ଯେ ହତେୁ ମାରେ ପିତା ଯେପରି ଶମରିଯା ରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସହେିପରି କରିବେ।
Cross references
ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।
ସେ ଅମାଲକେୀଯ ରାଜା ଅଗାଗ୍କକ୍ସ୍ଟ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସନୋବୀହିନୀର ଅନ୍ୟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।
ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।
ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।
ତତ୍ପରେ ସେ ଭବିଷ୍ଯଦ୍ବକ୍ତା ରାଜାଙ୍କୁ କହିଲେ, ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦଇେଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତ ରେ ଛାଡିଅଛ। ଏଣୁ ତା'ର ପ୍ରାଣ ବଦଳ ରେ ତୁମ୍ଭର ପ୍ରାଣ ୟିବ। ଆଉ ତାହାର ଲୋକମାନଙ୍କ ବଦଳ ରେ ତୁମ୍ଭର ଲୋକମାନେ ଯିବେ।'
ମାତ୍ର ଅରାମର ରାଜା ତାଙ୍କର ବତିଶ ରଥାଧ୍ଯକ୍ଷଙ୍କୁ ଆଦେଶ ଦେଲେ, ତୁମ୍ଭମାନେେ ଇଶ୍ରାୟେଲର ରାଜା ବ୍ଯତୀତ ଅନ୍ୟ କାହା ସଙ୍ଗେ ୟୁଦ୍ଧ କରନାହିଁ। ତୁମ୍ଭେ ନିଶ୍ଚଯ ତାକୁ ହତ୍ଯା କରିବ।
ବିନ୍ହଦଦ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇଶ୍ରାୟେଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବିନ୍ହଦଦ୍ ତାଙ୍କ ସୈନ୍ଯଦଳର ସନୋପତିମାନଙ୍କୁ ପଠାଇଲେ। ସହେି ସନୋପତିମାନେ ଇୟୋନ, ଦାନ ଓ ଆବଲମେଯିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସମାନେେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ, ଯେଉଁଠା ରେ ଜିନିଷ ଠୁଳ କରି ରଖାୟାଇଥିଲା।
ଅରାମର ରାଜା ତାଙ୍କର ରଥ-ଚାଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସମାନଙ୍କେୁ କହିଲେ, 'ମହାନ୍ ହେଉ କି ଗୌଣ ହେଉ, କୌଣସି ବ୍ଯକ୍ତି ସହିତ ୟୁଦ୍ଧ କର ନାହିଁ। କିନ୍ତୁ କବଳେ ଇଶ୍ରାୟେଲର ରାଜା ସହିତ ୟୁଦ୍ଧ କର।
ପ୍ରେତ୍ୟକକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ବାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।'
ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।