ଉପଦେଶକ 9:14 · ଓଡ଼ିଆ ବାଇବେଲ
ଅଳ୍ପ ଲୋକ ବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା। ଆଉ ଏକ ମହାରାଜା ତହିଁ ବିରୁଦ୍ଧ ରେ ଆସି ତାହା ବେଷ୍ଟନ କଲେ ଓ ତାହା ବିରୁଦ୍ଧ ରେ ବଡ଼ ବଡ଼ ଦୁର୍ଗ ନିର୍ମାଣ କଲେ।
Cross references
ଦିତୀୟ ବିବରଣ 20:20
କିନ୍ତୁ ତୁମ୍ଭମାନେେ ଫଳ ନଫଳକ୍ସ୍ଟଥିବା ବୃକ୍ଷମାନଙ୍କୁ କାଟି ପାରିବ। ସେଥି ରେ ତୁମ୍ଭମାନେେ ୟକ୍ସ୍ଟଦ୍ଧାସ୍ତ୍ର ନିର୍ମାଣ କରି ସହେି ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବ। ସହେି ନଗର ପତନ ପର୍ୟ୍ଯନ୍ତ ତୁମ୍ଭେ ଏହିପରି କରିବ।
ଦିତୀୟ ଶାମୁୟେଲ 20:15
ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥମାଖାସ୍ଥୀତ ଆବଲେ ରେ ତାଙ୍କୁ ରକ୍ସ୍ଟଦ୍ଧ କଲେ ଓ ନଗର ନିକଟରେ ଏକ ତିପି ପ୍ରସ୍ତକ୍ସ୍ଟତ କଲେ। ତାହା ଗଡପାଚରେୀ ପାଖ ରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚରେୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକକ୍ସ୍ଟ ଲାଗିଲେ।
ଦିତୀୟ ରାଜାବଳୀ 6:24
ଏହାପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ଯ ଏକତ୍ର କରି ଶମରିଯାକୁ ୟାଇ ଘରେିଗଲେ ଓ ଆକ୍ରମଣ କଲେ।