Home Bibles ପ୍ରଥମ ବଂଶାବଳୀ 7:13 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 7:13 · ଓଡ଼ିଆ ବାଇବେଲ

ନପ୍ତାଲୀଙ୍କ ପୁତ୍ରମାନେ ଥିଲେ ୟହସିଯଲେ, ଗୂନି, ଯେତସର ଓ ଶଲ୍ଲୁମ୍।

Cross references

ଆଦି ପୁସ୍ତକ 30:3

ଏହାପରେ ରାହେଲ କହିଲେ, ମାରେ ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହାଇେ ପାରିବି।

ଆଦି ପୁସ୍ତକ 35:22

ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

ଆଦି ପୁସ୍ତକ 46:24

ନପ୍ତାଲିର ପୁତ୍ର ୟହସିଯଲେ, ଗୂନି, ଯେତ୍ସର ଓ ଶିଲମେ ଥିଲେ।

ଗଣନା ପୁସ୍ତକ 26:48

ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡିକ ହେଲେ: ୟହସୀଯଲଠାରୁେ ୟହସୀଯଲେୀଯ ଗୋଷ୍ଠୀ; ଗୂନିଠାରୁ ଗୂନୀଯ ଗୋଷ୍ଠୀ।

ଗଣନା ପୁସ୍ତକ 26:49

ଯେତ୍ସରଠାରୁ ଯେତ୍ସରୀଯ ଗୋଷ୍ଠୀ, ଶିଲ୍ଲମଠାରୁେ ଶିଲ୍ଲମେୀଯ ଗୋଷ୍ଠୀ।

Interlinear

Choose Theme