ଏହାପରେ ରାହେଲ କହିଲେ, ମାରେ ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହାଇେ ପାରିବି।
Cross references
ସାରୀ ଅବ୍ରାମକୁ କହିଲା, ସଦାପ୍ରଭୁ ମାେତେ ସନ୍ତାନ ସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାଯ ତା' ମାଧ୍ଯମ ରେ ମୁଁ ଏକ ପୁତ୍ର ପାଇ ପାରିବି।
ଲୟୋ ଦେଖିଲା ସେ ଆଉ ପିଲା ଜନ୍ମ କରିପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବକୁ ଦଲୋ।
ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସବେିକାରୂପେ ତା'ର କନ୍ଯା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତଜଣ ବଂଶଧର ବିଲହାଠାରୁ ଜନ୍ମ ହାଇେଥିଲେ।
ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସମାନେେ କହିଲେ, ରାହେଲ ଓ ଲୟୋପରି ୟିଏ କି ଇଶ୍ରାୟେଲର ଗୃହ ନିର୍ମାଣ କଲେ, ସହେିପରି ସଦାପ୍ରଭୁ ଏହି ସ୍ତ୍ରୀ ଲୋକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍ଭେ ଏଫ୍ରାଥା ରେ ଶକ୍ତିଶାଳୀ ଓ ବୈଥଲହମେ ରେ ପ୍ରସିଦ୍ଧ ହକ୍ସ୍ଟଅ।
କାହିଁକି ମାରେ ମା' ତାର ଆଣ୍ଠୁ ରେ ମାେତେ ବସାଇ ରଖିଲା ? ମାରେ ମା କାହିଁକି ମାେତେ ତା'ର ଛାତିରୁ ସ୍ତନ୍ଯପାନ କରାଇଲା ?