ଗଣନା ପୁସ୍ତକ 26:48 · ଓଡ଼ିଆ ବାଇବେଲ
ପରିବାରବର୍ଗ ଅନୁସାରେ ନପ୍ତାଲି ପରିବାରଗୁଡିକ ହେଲେ: ୟହସୀଯଲଠାରୁେ ୟହସୀଯଲେୀଯ ଗୋଷ୍ଠୀ; ଗୂନିଠାରୁ ଗୂନୀଯ ଗୋଷ୍ଠୀ।
Cross references
ଆଦି ପୁସ୍ତକ 46:24
ନପ୍ତାଲିର ପୁତ୍ର ୟହସିଯଲେ, ଗୂନି, ଯେତ୍ସର ଓ ଶିଲମେ ଥିଲେ।
ପ୍ରଥମ ବଂଶାବଳୀ 7:13
ନପ୍ତାଲୀଙ୍କ ପୁତ୍ରମାନେ ଥିଲେ ୟହସିଯଲେ, ଗୂନି, ଯେତସର ଓ ଶଲ୍ଲୁମ୍।