Home Bibles ☰ Books ଗଣନା ପୁସ୍ତକ 21:25 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 21:25 · ଓଡ଼ିଆ ବାଇବେଲ

ଏହିରୂପେ ଇଶ୍ରାୟେଲ ସେ ସମସ୍ତ ନଗର ଦଖଲ କଲେ। ଇଶ୍ରାୟେଲ ଇମାରେୀୟମାନଙ୍କ ସମସ୍ତ ନଗର ରେ ଅର୍ଥାତ୍ ହିଷବୋନ ରେ ଓ ତହିଁର ସମସ୍ତ ନଗର ରେ ବାସକଲେ।

Cross references

ଗଣନା ପୁସ୍ତକ 21:31

ଏହିରୂପେ ଇଶ୍ରାୟେଲ ଇ ମାରେୀଯମାନଙ୍କ ଦେଶ ରେ ବାସ କଲେ।

ଗଣନା ପୁସ୍ତକ 32:3

ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।

ଗଣନା ପୁସ୍ତକ 32:33

ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।

ଦିତୀୟ ବିବରଣ 2:12

ହୋରୀଯ ଲୋକମାନେ ସଠାେରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ। ସମାନଙ୍କେୁ ବିନାଶ କଲେ ଓ ସମାନଙ୍କେ ସ୍ଥାନ ରେ ବାସ କଲେ। ଯେପରି ଇଶ୍ରାୟେଲ ସଦାପ୍ରଭୁ ଦତ୍ତ ଆପଣା ଅଧିକାର ଭୂମିରେ କଲେ।

ଯିହୋଶୂୟ 24:8

ଏହାପରେ ଆମ୍ଭେ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ପୂର୍ବପାଶର୍‌ବ ରେ ବାସ କରୁଥିବା ଇମାରେୀୟମାନଙ୍କର ଦେଶକକ୍ସ୍ଟ ଆଣିଲକ୍ସ୍ଟ। ଏହାପରେ ସମାନେେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତେଣୁ ଆମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ଏହିପରି ତୁମ୍ଭେ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ। ଏବଂ ସମାନଙ୍କେୁ ବିନାଶ କଲ।

ପରମଗୀତ 7:4

ତୁମ୍ଭର ଗଳଦେଶ ଗଳଦନ୍ତମଯ ଦୁର୍ଗ ସଦୃଶ। ତୁମ୍ଭ ନେତ୍ର ୟୁଗଳ ବେଥି-ଗଦ୍ଦୀମ ନଗର ଦ୍ବାର ନିକଟସ୍ଥ ହିଶ୍ବୋନ୍ ସରୋବର ସଦୃଶ। ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ଯ।

ଯିଶାଇୟ 15:4

ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।

ଯିଶାଇୟ 16:8

ଲୋକମାନେ ଦୁଃଖିତ ହବେେ କାରଣ ହିଶବୋନର କ୍ଷତେସବୁ ଓ ଶବ୍ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀଯ ପାଇଁ ତିଆରି କରାୟାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ଯବହାର କରାୟାଏ, ଯାହାର ମୂଳ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଛି।

ଯିରିମିୟ 48:2

ମାୟୋବ ପୁନର୍ବାର ପ୍ରଶଂସିତ ହବେ ନାହିଁ। ହିଶବୋନ ରେ ଲୋକମାନେ ତାହାର ବିନାଶର ଯୋଜନା କରିବେ। 'ଆସ, ଆମ୍ଭମାନେେ ଏହାକୁ ଧ୍ବଂସ କରିବା ଏବଂ ଗୋଷ୍ଠୀରୁ ଏହାକୁ ସମାପ୍ତ କରିଦବୋ।' ହେ ମଦମନୋ ! ତୁମ୍ଭେ ମଧ୍ଯ ନୀରବ ହବେ, କାରଣ ଖଡ୍ଗ ତୁମ୍ଭର ପଶ୍ଚାତଗାମୀ ହବେ।

ଯିରିମିୟ 48:34

ହିଶବୋନ ଓ ଇଲିଯାଲୀର କ୍ରନ୍ଦନ ୟାହସ ପର୍ୟ୍ଯନ୍ତ ଶୁଣା ୟାଇଅଛି। ଆଉ ମଧ୍ଯ ସହେି କ୍ରନ୍ଦନ ସୋଯରଠାରୁ ହୋରୋନଯିମ ଓ ଇଗ୍ଲଥ୍ ଗଲୀଶୀଯା ପର୍ୟ୍ଯନ୍ତ ଶ୍ରୁତିଗୋଚର ହାଇେଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହାଇେଅଛି।

ଯିରିମିୟ 48:45

ଯେଉଁମାନେ ପଳାଇୟାଇ ଶକ୍ତିଶାଳୀ ହିଶ୍ବୋନ ରେ ଆଶ୍ରଯ ନବେେ ସମାନେେ ମଧ୍ଯ ରକ୍ଷା ପାଇବେ ନାହିଁ। କାରଣ ହିଶବୋନରୁ ଓ ସୀହାନରେୁ ଅଗ୍ନି ନିର୍ଗତ ହାଇେ ମାୟୋବର ଅଧିପତି ଓ ଅହଙ୍କାରୀମାନଙ୍କୁ ଗ୍ରାସ କରିବ।

ଯିହିଜିକଲ 16:46

ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।

ଯିହିଜିକଲ 16:49

ପରମେଶ୍ବର କହନ୍ତି, ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସମାନଙ୍କେର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସମାନଙ୍କେର ୟଥେଷ୍ଟ ଖାଦ୍ୟ ଓ ସୌଭାଗ୍ଯ ଜନିତ ଶାନ୍ତି ଥିଲେ ମଧ୍ଯ ସମାନେେ ଗରିବ ଓ ଅସହାୟ ଲୋକଙ୍କୁ ସାହାୟ୍ଯ କରୁ ନ ଥିଲେ।

ଯିହିଜିକଲ 16:53

ପରମେଶ୍ବର କହିଲେ, ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।

ଆମୋଷ 2:10

ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ଆଗଇେ ନଲେୁ। ଆମ୍ଭେ ମଧ୍ଯ ଇ ମାରେୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ।

Interlinear

Choose Theme