ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।
Cross references
ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।
ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।
ଅଟରୋତ୍-ଶୋଫନ, ୟା ସରେ ଓ ଜଗବିହ,
ଯେତବେେଳେ ତୁମ୍ଭର ସୈନ୍ଯମାନେ ଆଗଇେ ଚାଲିଲେ, ମୁ ସମାନଙ୍କେ ଆଗେ ଆଗେ ବିରକ୍ସ୍ଟଡି ମାନଙ୍କୁ ପଠାଇଲି। ସହେି ବିରକ୍ସ୍ଟଡିମାନେ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ ଓ ସହେି ଦକ୍ସ୍ଟଇଜଣ ଇମାରେୀୟ ରାଜାଙ୍କକ୍ସ୍ଟ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନକ୍ସ୍ଟର ବ୍ଯବହାର ନ କରି ତୁମ୍ଭମାନେେ ଜିତିଗଲ ଓ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ।
ଲୋକମାନେ ଦୁଃଖିତ ହବେେ କାରଣ ହିଶବୋନର କ୍ଷତେସବୁ ଓ ଶବ୍ମାର ଦ୍ରାକ୍ଷାଲତା ଆଉ ଦ୍ରାକ୍ଷା ଉତ୍ପନ୍ନ କରିବ ନାହିଁ। ଦ୍ରାକ୍ଷା ରାଷ୍ଟ୍ରର ପ୍ରଭୁଙ୍କ ପାନୀଯ ପାଇଁ ତିଆରି କରାୟାଏ, ମରୁଭୂମିରେ ପହଞ୍ଚିବା ପାଇଁ ବ୍ଯବହାର କରାୟାଏ, ଯାହାର ମୂଳ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଛି।
ହେ ସିବ୍ଲାର ଦ୍ରାକ୍ଷାଲତେ, ୟା ସରେ ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶାେକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ୟା ସରେ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନଇଗେଲା।