Cross references
ଏହାପରେ ସହେି ସୀମା ବାଲାଠାରକ୍ସ୍ଟ ସଯେୀର ପର୍ବତ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ବକ୍ସ୍ଟଲିକରି ବସାଲୋନ୍ ନାମ ରେ ପ୍ରସିଦ୍ଧ ୟିଯାରୀମ୍ ପର୍ବତର ଉତ୍ତର ପାଶର୍ବସ୍ଥ ପର୍ୟ୍ଯନ୍ତ ଥିଲା। ତହକ୍ସ୍ଟଁ ସେ ବୈଥ୍ଶମେଶ ରେ ପଡି ତିମ୍ନା ପର୍ୟ୍ଯନ୍ତ ଥିଲା।
ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ନେଲେ, ସଗେକ୍ସ୍ଟଡିକ ହେଲା, ଲିବନା, ଏଥର୍, ଅଶନ୍,
ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।
ସେତବେେଳେ ସହେି ଗାଭୀମାନେ ସଳଖ ପଥଧରି ବୈଥ-ଶମେଶକକ୍ସ୍ଟ ଗଲେ; ସମାନେେ ସମାନଙ୍କେର ବାମ କିମ୍ବା ଡାହାଣକକ୍ସ୍ଟ ବକ୍ସ୍ଟଲିଲେ ନାହିଁ। ସମାନେେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସମାନଙ୍କେ ପେଛ ପେଛ ପଲେଷ୍ଟୀୟ ଅଧିପତିମାନେ ବୈଥ୍ଶମେଶ ସୀମା ପର୍ୟ୍ଯନ୍ତ ଗଲେ।
ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ ନୋନ, ତୋଖନ୍େ ଓ ଆଶନ୍।
ଆଉ ମଧ୍ଯ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ୟ୍ଯ ଦବଙ୍କେ ମନ୍ଦିର ରେ ଥିବ, ସଗେୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦବୋଳଯ ସବୁ ସେ ଅଗ୍ନି ରେ ଦଗ୍ଧ କରିବ।